ETV Bharat / bharat

କାନାଡା କମ୍ପାନୀର ଦାବି, ଭାଙ୍ଗରୁ ତିଆରି ହେବ କୋରୋନା ଔଷଧ - central Canadian company

କାନାଡାର ଏକ କେନ୍ଦ୍ରୀୟ କମ୍ପାନୀ ଏକ ଦାବି କରିଛି ଯାହା ସମସ୍ତଙ୍କୁ ଚକିତ କରିଛି। କାନାଡାର ଏକ କେନ୍ଦ୍ରୀୟ କମ୍ପାନୀ ଏକ ଦାବି କରିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଭାଙ୍ଗରୁ କୋରୋନା ଔଷଧ ପ୍ରସ୍ତୁତ କରିବା ନେଇ ଦାବି କରିଛି କାନାଡାର ଅକସିରା ଫାର୍ମା କମ୍ପାନୀ । ଅଧିକ ପଢନ୍ତୁ...

Company claims to have made COVID19 drug from cannabis
ଭାଙ୍ଗରୁ ପ୍ରସ୍ତୁତ ହେବ କୋରୋନା ଔଷଧ, କାନାଡା କମ୍ପାନି ଅକସିରା ଫାର୍ମାର ଦାବି
author img

By

Published : Sep 23, 2020, 2:31 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ମୁକାବିଲା ଏବଂ ବିଲୋପ କରିବା ପାଇଁ ସାରା ବିଶ୍ବର ବୈଜ୍ଞାନିକମାନେ ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ଏଥିସହ, ଔଷଧ ଉପରେ ମଧ୍ୟ ରିସର୍ଚ୍ଚ ଚାଲିଛି, ଯାହା କୋରୋନାର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ । କାନାଡାର ଏକ କେନ୍ଦ୍ରୀୟ କମ୍ପାନୀ ଏକ ଦାବି କରିଛି ଯାହା ସମସ୍ତଙ୍କୁ ଚକିତ କରିଛି। କାନାଡାର ଏକ କେନ୍ଦ୍ରୀୟ କମ୍ପାନୀ ଏକ ଦାବି କରିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଭାଙ୍ଗରୁ କୋରୋନା ଔଷଧ ପ୍ରସ୍ତୁତ କରିବା ନେଇ କମ୍ପାନୀ ଦାବି କରିଛି ।

ତେବେ ଏହାର ପରୀକ୍ଷା ସେ ଭାରତୀୟ ରୋଗୀଙ୍କ ଉପରେ କରିବାକୁ ଚାହୁଁଛି । ଏହି କମ୍ପାନୀର ନାମ ହେଉଛି ଅକସିରା ଫାର୍ମା । ଅକସିରା ଫାର୍ମା ଦ୍ବାରା ତିଆାରି କରାଯାଇଥିବା ଔଷଧ ନାଁ Cannabidiol-CBD । ଏବଂ ଏହି ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କମ୍ପାନୀ ଦାବି କରିଛି । ଏହି ଔଷଧ କୋରୋନା ଦ୍ବାରା ସୃଷ୍ଟି ହୋଇଥିବା ହୃଦରୋଗ ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିବ। କମ୍ପାନି ଚାହୁଁଛି ଭାରତରେ ଏହାର ଟ୍ରାଏଲ ହେଉ ଓ କେନ୍ଦ୍ରସରକାରଙ୍କ ସହିତ ଏ ନେଇ କଥାବାର୍ତ୍ତା ଜାରି ରହିଛି।

କମ୍ପାନୀ ଦାବି କରିଛି ଯେ, ଭାଙ୍ଗରେ ସାଇକେଏକ୍ଟିଭ ପ୍ରପଟି ରହିଛି ଯାହା ମଣିଷ ଶରୀରକୁ ଆରାମ ପହଞ୍ଚାଏ। ଏହା ସହ ଶରୀରର ଯନ୍ତ୍ରଣା ଦୂର କରେ। ଏଥିରେ ଆଣ୍ଟିଭାଇରାଲ ତତ୍ତ୍ବ ଅଛି ଏବଂ ଏହା କୋରୋନା ଚିକିତ୍ସା କରିବାରେ ସକ୍ଷମ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.