ETV Bharat / bharat

କେଦାରନାଥ ଯାତ୍ରାରେ ବାଧକ ସାଜୁଛି ବର୍ଷା - cold due to continuous rain in kedarnath

କେଦାରନାଥ ଧାମରେ 2ଦିନ ହେଲା ବର୍ଷା ସାଙ୍ଗକୁ  ତୁଷାରପାତ ଜାରି ରହିଛି । ଯାହାର ପ୍ରଭାବ କେଦାରନାଥ ଯାତ୍ରାରେ ପଡୁଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Sep 29, 2019, 10:35 PM IST

ଡେରାଡୁନ: କେଦାରନାଥ ଧାମରେ 2ଦିନ ହେଲା ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଏହି କାରଣରୁ ଅତି ପ୍ରବଳ ଥଣ୍ଡା ସେଠାରେ ଅନୁଭୂତ ହେଉଛି । ଯାହାର ପ୍ରଭାବ କେଦାରନାଥ ଯାତ୍ରାରେ ପଡୁଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବର୍ଷା କାରଣରୁ କେଦାରନାଥକୁ ଉଡାଣ ଭରୁଥିବା ହେଲିକପ୍ଟର ସେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଏଥିଯୋଗୁଁ କେଦାରନାଥ ଯାତ୍ରୀଙ୍କ ସଂଖ୍ୟାରେ ହ୍ରାସ ପାଇଛି ।

ସୂଚନାଥାଉକି, ମୌସୁମୀ ବର୍ଷାର ସମାପ୍ତ ପରେ କେଦାରନାଥ ଯାତ୍ରୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇଥିଲା । କିନ୍ତୁ ଏବେ ବର୍ଷା କାରଣରୁ ଯାତ୍ରୀ ସଂଖ୍ୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି ।

Intro:Body:

testing3

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.