ETV Bharat / bharat

ବୁଲନ୍ଦସହର ସାଧୁଙ୍କୁ ହତ୍ୟା ଘଟଣାରେ ଶିବସେନାକୁ କଡାଯବାବଦେଲେ ଯୋଗୀ - killing of sadhus

ୟୁପିର ବୁଲନ୍ଦଶହରରେ 2 ଜଣ ସାଧୁଙ୍କୁ ମଙ୍ଗଳବାର ହତ୍ୟା କରାଯାଇଥିଲା । ଏହି ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବୁଲନ୍ଦସହର ସାଧୁଙ୍କୁ ହତ୍ୟା ଘଟଣାରେ ଶିବସେନାକୁ କଡାଯବାବଦେଲେ ଯୋଗୀ

author img

By

Published : Apr 30, 2020, 1:25 AM IST

ଲକ୍ଷ୍ନୌ: ମଙ୍ଗଳବାର ୟୁପିର ବୁଲନ୍ଦଶହର 2 ସାଧୁଙ୍କୁ ହତ୍ୟା ମାମଲାରେ ଉଦ୍ଧବ ଠାକରେଙ୍କ ଚିନ୍ତାଧାରାକୁ ନେଇ ସିଏମ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ସାଧୁମାନଙ୍କ ବର୍ବର ହତ୍ୟାକୁ ନେଇ ଚିନ୍ତା କରିବା ରାଜନୀତି ଭଳି ମନେହୁଏ ।

ୟୁପିରେ 2 ସାଧୁଙ୍କ ହତ୍ୟା ପରେ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଥିବା ଶିବସେନାକୁ ଯୋଗୀ କଡା ଚେତାବନୀ ଦେଇଛନ୍ତି । ଯୋଗୀ ମଙ୍ଗଳବାର ତାଙ୍କ ଅଫିସ୍ ଆକାଉଣ୍ଟରୁ ଟୁଇଟ୍ କରି କହିଛନ୍ତି ଯେ ଶିବସେନା ମହାରାଷ୍ଟ୍ରକୁ ସମ୍ଭାଳନ୍ତୁ ୟୁପି ବିଷୟରେ ଚିନ୍ତା କରନ୍ତୁ ନାହିଁ ।

ସିଏମ ଯୋଗୀ ମହାରାଷ୍ଟ୍ର ସିଏମ ଉଦ୍ଧବଙ୍କୁ ଉତ୍ତରଦେଇ କହିଥିଲେ, 'ତୁମେ ମହାରାଷ୍ଟ୍ରର ଯତ୍ନ ନିଅ, ଆମେ ବୁଲନ୍ଦଶହର ଅଭିଯୁକ୍ତକୁ ଗିରଫ କରିଛୁ । ୟୁପିରେ ଆଇନ ଉଲ୍ଲଂଘନକାରୀଙ୍କ ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବ ଚିନ୍ତାକରନ୍ତୁ ରାଜନୀତି କିଏ କରୁଛି ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.