ETV Bharat / bharat

1000 ଏକର ଜମିରେ ନିର୍ମାଣ ହେବ ଫିଲ୍ମସିଟି, ସିଏମ ଯୋଗୀ ମାରିଲେ ମୋହର

ନୋଏଡାରେ ନିର୍ମିତ ହେବ ଦେଶର ବୃହତ୍ତମ ଫିଲ୍ମସିଟି । 1000 ଏକର ଜମିରେ ନିର୍ମାଣ ହେବ ଫିଲ୍ମ ସିଟି । ଏଥିଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯମୁନା ପ୍ରାଧିକରଣର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 22, 2020, 6:00 PM IST

ନୋଏଡାରେ ନିର୍ମିତ ହେବ ଦେଶର ବୃହତ୍ତମ ଫିଲ୍ମସିଟି

ଲକ୍ଷ୍ନୌ: ନୋଏଡାରେ ନିର୍ମିତ ହେବ ଦେଶର ବୃହତ୍ତମ ଫିଲ୍ମସିଟି । ଏଥିଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯମୁନା ପ୍ରାଧିକରଣର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । 1000 ଏକର ଜମିରେ ନିର୍ମାଣ ହେବ ଫିଲ୍ମ ସିଟି । ଯମୁନା ଏକ୍ସପ୍ରେସୱେ ରେ ଫିଲ୍ମ ସିଟି ନିର୍ମିତ ହେବା ସହ ଜେବର ବିମାନବନ୍ଦର ସହିତ ଏହାକୁ ସଂଯୋଗ କରାଯିବ । ସବୁଜ ପତାକା ଦେଖାଇ ଏହି ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯମୁନା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅରୁଣ ବିର ସିଂ କହିଛନ୍ତି ଯେ ଫିଲ୍ମ ସିଟି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସେକ୍ଟର 21 ନିକଟରେ 1000 ଏକର ଜମି ଚିହ୍ନଟ କରାଯାଇଛି । ମଥୁରା ଆଗ୍ରା ବ୍ରିଜ୍ ସର୍କିଟ ବୃନ୍ଦାବନକୁ ସଂଯୋଗ କରୁଛି । ଯେଉଁ ଭୂମିକୁ ଫିଲ୍ମ ସିଟି ପାଇଁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ 780 ଏକର ଶିଳ୍ପ ଏବଂ 220 ଏକର ବ୍ୟବସାୟିକ ଜମି । ଯମୁନା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଫିଲ୍ମ ସିଟି ନିର୍ମାଣ ହେବ ।

ସୂଚନା ଥାଉକି ୟୁପି ସରକାର ଦ୍ବାରା ନୋଏଡାରେ ପ୍ରସ୍ତାବିତ ଫିଲ୍ମସିଟି ନିର୍ମାଣକୁ ନେଇ ବଡ଼ ବଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ପକ୍ଷରୁ ନୋଏଡାର ସେକ୍ଟର 21 ରେ ଫିଲ୍ମସିଟିର ପ୍ରସ୍ତାବିତ ନକ୍ସା ତିଆରି କରି ସରକାରଙ୍କୁ ପଠାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅନ୍ତିମ ମୋହର ମାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.