ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ଶନିବାର ଝାଡଖଣ୍ଡର ବିଧାନସଭା ନିର୍ବାଚନ ଲାଗି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମୁଖ୍ୟମନ୍ତ୍ରୀ ତଥା ଜାମଶେଦପୁର ପୂର୍ବରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ରଘୁବର ଦାସ ମଧ୍ୟ ନିଜ ପରିବାର ସହ ମତଦାନ ସାବ୍ୟସ୍ତ କରିଛନ୍ତି ।

jhadkhand assembly election
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 7, 2019, 12:19 PM IST

ରାଞ୍ଚି: ଶନିବାର ଝାଡଖଣ୍ଡର ବିଧାନସଭା ନିର୍ବାଚନ ଲାଗି ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ମୋଟ 7ଟି ଜିଲ୍ଲାର 20ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି । ଆଜି ରାଜ୍ୟର ବହୁ ନେତା ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ତଥା ଜାମଶେଦପୁର ପୂର୍ବରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ରଘୁବର ଦାସ ମଧ୍ୟ ନିଜ ପରିବାର ସହ ଭାଲୁବାସାସ୍ଥିତ ହରିଜନ ଉଚ୍ଚ ବିଦ୍ୟାଳୟରେ 21 ନମ୍ବର ବୁଥ୍‌ରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ତେବେ ମତଦାନ ପରେ ସେ ଗଣମାଧ୍ୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁ ସ୍କୁଲରୁ ମୁଁ ଦଶମ ପାସ କରିଛି ସେହି ସ୍କୁଲରେ ମୁଁ ଭୋଟ ଦେଇଛି । ଏହା ମୋ ପାଇଁ ଗର୍ବର ବିଷୟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେପଟେ ବିଧାନସଭା ବାଚସ୍ପତି ଦିନେଶ ଉରାଓଁ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ସହପରିବାର ସମେତ ନିଜ ପୈତୃକ ଗ୍ରାମ ମୁର୍ଗୋ ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.