ETV Bharat / bharat

ଦିଲ୍ଲୀ ନିର୍ବାଚନ ଫଳାଫଳ: କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମମତା - DelhiElectionResults

ଜାରି ରହିଛି ଭୋଟ ଗଣତି । ଏବେସୁଦ୍ଧା 10ଟି ଆସନରେ ଆପ ବିଜୟୀ ହୋଇଥିବାବେଳେ ଦିଲ୍ଲୀ ସିଏମ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଶ୍ଚିମବଙ୍ଗ ସିଏମ। ଅଧିକ ପଢନ୍ତୁ...

Arvind Kejriwal
ଦିଲ୍ଲୀ ନିର୍ବାଚନ ଫଳାଫଳ
author img

By

Published : Feb 11, 2020, 2:07 PM IST

Updated : Feb 11, 2020, 3:08 PM IST

କୋଲକତା: 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଜାରି ରହିଛି ଭୋଟ ଗଣତି । ଏଥିରେ ଆଗୁଆ ରହିଛନ୍ତି କେଜ୍ରିୱାଲ ସରକାର। ତୃତୀୟ ଥର ପାଇଁ ଦିଲ୍ଲୀରେ ଆପ, ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଥିବାବେଳେ, ଆପ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମମତା

ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ବିଜେପିର ହାରିବା ସ୍ଥିତିକୁ ନଜରରେ ରଖି ବିଜେପିକୁ କଟାକ୍ଷ କରି କରିଛନ୍ତି ଯେ, ସିଏଏ, ଏନଆରସି ଓ ଏନପିଆର ଯୋଗୁଁ ଜନତା ବିଜେପି ଠାରୁ ମୁହଁ ଫେରାଇଛନ୍ତି । ଯେଉଁଥିପାଇଁ ଆଜି ବିଜେପିର ଶୋଚନୀୟ ହାର ହୋଇଥିବା ମମତା କହିଛନ୍ତି ।

Intro:Body:

blank

Conclusion:
Last Updated : Feb 11, 2020, 3:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.