ETV Bharat / bharat

ହାର୍ଲେ ଡେଭିଡସନର ମଜା ନେଉଛନ୍ତି ଜଷ୍ଟିସ ବୋବଡେ - ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ

ଆମେରିକୀୟ ବାଇକ ହାର୍ଲେ ଡେଭିଡସନରେ ନଜର ଆସିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ । ଗ୍ରୀଷ୍ମ ଅବକାଶ ପାଇଁ ବର୍ତ୍ତମାନ ସେ ଏବେ ନିଜ ହୋମ ଟାଉନରେ ରହିଛନ୍ତି । ଅଧିକ ପଢନ୍ତୁ...

ହାର୍ଲି ଡେଭିଡସନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ

author img

By

Published : Jun 29, 2020, 1:52 PM IST

Updated : Jun 29, 2020, 2:27 PM IST

ନୂଆଦିଲ୍ଲୀ: ଭିନ୍ନ ଅନ୍ଦାଜରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ । ଆମେରିକୀୟ ବାଇକ ହାର୍ଲେ ଡେଭିଡସନରେ ନଜର ଆସିଲେ ସିଜେଆଇ । ଏହାର ବିଭିନ୍ନ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

କୋର୍ଟ ରୁମ ବ୍ୟତୀତ ସାଧାରଣ ରୂପରେ ଦେଖାଯାଉଥିବା ଜଷ୍ଟିସ ବବଡେ ଏହି ଫଟୋରେ ହାର୍ଲି ଡେଭିଡସନଙ୍କ ସୁପର ବାଇକରେ ବସି କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କ ସହିତ ପାଞ୍ଚ ଜଣ ରହିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଚାଲିଛି । ଏହାର ସିଜେଆଇ ଏହାର ମଜା ନେଉଥିବା ଦେଖିବାକୁ ମିଳିଛି । ତେବେ ସିଜେଆଇଙ୍କ ବାଇକ ପ୍ରତି ଅହେତୁକ ରୁଚି ରହିଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବର୍ତ୍ତମାନ ନିଜ ହୋମ ଟାଉନରେ ରହୁଛନ୍ତି । ଏହି ହାର୍ଲେ ଡେଭିଡସନ ବାଇକ ତାଙ୍କର ନୁହେଁ । ଏହି ବାଇକର ପଞ୍ଜୀକରଣ ସଂଖ୍ୟା ହେଉଛି CG05 BP0015 । ସ୍ଥାନୀୟ ବିଜେପି ନେତା ସୋନବା ମୁସାଲେଙ୍କ ପୁଅ ରୋହିତ ସୋନବା ଜୀ ମୁସାଲେଙ୍କ ନାମରେ ପଞ୍ଜିକୃତ ହୋଇଛି।

ଗତ ବର୍ଷ ଅକ୍ଟୋବରରେ ଜଷ୍ଟିସ୍ ବୋବଡେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଖଣ୍ଡପୀଠରେ ରହିଛନ୍ତି ।

Last Updated : Jun 29, 2020, 2:27 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.