ETV Bharat / bharat

ଅବସର ପରେ ବିଚାରପତି ଗୋଗୋଇଙ୍କ ବାଲାଜୀ ମନ୍ଦିର ଦର୍ଶନ - CJI Ranjan Gogoi

ଅବସର ନେବା ପରେ ଆନ୍ଧ୍ରପ୍ରଦେଶର ବାଲାଜୀ ମନ୍ଦିର ଯାଇ ଆର୍ଶିବାଦ ନେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ।

ଫାଇଲ ଫଟୋ
author img

By

Published : Nov 17, 2019, 12:21 PM IST

ତିରୁମାଳା: ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର 17ରେ ଅବସର ନେଉଛନ୍ତି । ଅବସର ପରେ ଆନ୍ଧ୍ରପ୍ରଦେଶର ତିରୁମାଳା ଜିଲ୍ଲାର ବାଲାଜୀ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି ଜଷ୍ଟିସ ଗୋଗୋଇ । ପତ୍ନୀ ରୂପାଞ୍ଜଳୀ ଗୋଗୋଇଙ୍କ ସହ ପରିଦର୍ଶନରେ ଯାଇଛନ୍ତି ।

ପ୍ରଥମେ ତିରୁଚାନୁର ପଦ୍ମାବତୀଙ୍କୁ ଦର୍ଶନ କରି ବାରହା ସ୍ବାମୀଙ୍କୁ ଦର୍ଶନ କରିଥିଲେ ସେ । ଏହାପରେ ଭେଙ୍କେଟେଶ୍ବର ସ୍ବାମୀଙ୍କ ଆର୍ଶିବାଦ ନେଇଥିଲେ । ଏହାପୂର୍ବରୁ ନଭେମ୍ବର 15ରେ ବାର ଆସୋସିଏସନ ପକ୍ଷରୁ ବିଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ ଗୋଗୋଇଙ୍କ ସହ ବିଚାରପତି ଶରଦ ଅରବିନ୍ଦ ବୋବଡେ ବସିଥିଲେ ଓ ଗତ 10ଟି ଗୁରୁତ୍ବପୂର୍ଣ୍ଣ ମାମଲାର ସମୀକ୍ଷା କରାଯାଇଥିଲା।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.