ETV Bharat / bharat

ଚାଲାଣରୁ ବର୍ତ୍ତିବା ପାଇଁ ମିଛ ପୋଲିସର ପରିଚୟ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ - ଚାଲାଣରୁ ବର୍ତ୍ତିବା ପାଇଁ ମିଛ ପୋଲିସ

ଟ୍ରାଫିକ୍‌ ଚାଲାଣରୁ ବର୍ତ୍ତିବା ପାଇଁ ସିଭିଲ୍‌ ଡିଫେନ୍ସରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜକୁ ପୋଲିସ ସିପାହୀ ବୋଲି କହି ବୁଲୁଥିଲା । ନିଜକୁ ଦିଲ୍ଲୀ ପୋଲିସର ସିପାହୀ କହି ଚାଲାଣରୁ ବଞ୍ଚିଯାଉଥିଲା । ତେବେ ଏକ ଚେକିଂ ସମୟରେ ସେ ଧରାପଡିବା ସହ କଥାର ଖୁଲାସା କରିଥିଲା । ପରେ ପୋଲିସ ତାକୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 16, 2019, 11:57 AM IST

ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍‌ ନିୟମରୁ ବର୍ତ୍ତିବା ପାଇଁ ଲୋକେ ଆପଣାଉଛନ୍ତି ନୂଆ ତରିକା । ମୋଟା ଅଙ୍କର ଚାଲାଣ କାଟିବାକୁ ଆଡେଇ ଯିବା ଲାଗି ଲୋକେ ବିଭିନ୍ନ ବାହାନା ଦେଖାଉଛନ୍ତି । ତେବେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାଫିକ୍‌ ଚାଲାଣରୁ ବର୍ତ୍ତିବା ପାଇଁ ସିଭିଲ୍‌ ଡିଫେନ୍ସରେ ଚାକିରି କରିଥିବା ଜଣେ ବ୍ୟକ୍ତି ନିଜକୁ ପୋଲିସ ସିପାହୀ ବୋଲି କହି ବୁଲୁଥିଲା । ନିଜକୁ ଦିଲ୍ଲୀ ପୋଲିସର ସିପାହୀ କହି ଚାଲାଣରୁ ବଞ୍ଚିଯାଉଥିଲା । ତେବେ ଏକ ଚେକିଂ ସମୟରେ ସେ ଧରାପଡିବା ସହ କଥାର ଖୁଲାସା କରିଥିଲା ।

ମଙ୍ଗୋଲପୁରୀ ଟ୍ରାଫିକ୍‌ ପୋଲିସ ରୋହିଣୀ ସେକ୍ଟର-3ରେ ଯାଞ୍ଚ କରୁଥିବାବେଳେ ତାକୁ ଧରିଥିଲେ । ଦୂରରୁ ଯାଞ୍ଚ ଚାଲିଥିବା ଦେଖି ନିଜକୁ ପୋଲିସ କହୁଥିବା ବ୍ୟକ୍ତି ଜଣଙ୍କ ଗାଡି ବୁଲାଇ ଚାଲିଯାଉଥିଲା । ପରେ ଟ୍ରାଫିକ୍‌ ପୋଲିସ ତାକୁ ଧରିଥିଲେ ।

ପଚରାଉଚରା ପରେ ତାର ନାମ ଦୀପକ ବୋଲି ଜଣାପଡିଥିଲା । ପରେ ସେ ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲା । ସବୁ କଥା ଜଣାପଡିବା ପରେ ପୋଲିସ ତାକୁ ଗିରଫ କରିଛି ।

Intro:ट्रैफिक चालान से बचने के लिए सिविल डिफेंस कर्मी बन गया फर्जी सिपाही...वाहनों की जांच के दौरान यातायात पुलिस ने पकड़ा तो हुआ मामले का खुलासा ....फर्जी सिपाही अब पुलिस की गिरफ्त में पूछताछ जारी ...

Body:यातायात को लेकर नए नियम लागू होने के बाद भारी भरकम चालान से बचने के लिए लोग तरह तरह के उपाय कर रहे हैं... दिल्ली के रोहिणी इलाके में एक ऐसा मामला सामने आया जिसे सुनकर हर कोई हैरान हो जाएगा सिविल डिफेंस में तैनात एक व्यक्ति ने ट्रेफिक चालान से बचने के लिए फर्जी सिपाही की पहचान बना ली और खुद को दिल्ली पुलिस का सिपाही बताकर चालान से बच रहा था लेकिन इसी तहत एक चेकिंग के दौरान जब सख्ती से पूछताछ की गई तो पूरे मामले का खुलासा हुआ कि दीपक नाम का यह शख्स सिविल डिफेंस में तैनात है और खुद को दिल्ली पुलिस का सिपाही बताकर यातायात की भारी-भरकम से बच रहा है.. यातायात पुलिस के मंगोलपुरी सर्किल में तैनात एएसअाइ रोहतास व सिपाही अभिषेक शाम को रोहिणी सेक्टर तीन के एमटूके के सामने वाहनों की जांच कर रहे थे... इसी चेकिंग के दौरान जब एक बाइक सवार बिना हेलमेट के आता हुआ यातायात पुलिस को दिखाई दिया तो उन्होंने हाथ देकर उसे रोकने की कोशिश करें लेकिन पुलिसकर्मियों से बचने के लिए बाइक सवार यू टर्न लेकर वहां से भागने की फिराक में था तभी यातायात पुलिस कर्मियों ने पीछा कर उसको रोक लिया और जब पूछताछ हुई तो मालूम पड़ा कि दीपक नाम का यह शक्ति वैसे तो सिविल डिफेंस में काम करता है Conclusion:यातायात चालान के भारी-भरकम अमाउंट से बचने के लिए खुद को दिल्ली पुलिस के सिपाही बताकर कई दिनों से सड़कों पर घूम रहा था जो कि अब पुलिस की गिरफ्त में है
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.