ETV Bharat / bharat

ଜେକେ ଲେନ ହସ୍ପିଟାଲରେ ମୃତ୍ୟୁର ରାଜ୍‌: ବର୍ଷକରେ ଗଡିଲାଣି 955 ଶିଶୁଙ୍କ ନିରୀହ ମୁଣ୍ଡ

ରାଜସ୍ଥାନ କୋଟାର ଜେକେ ଲେନ ହସ୍ପିଟାଲରେ ଶିଶୁ ମୃତ୍ୟୁ । 24 ଡିସେମ୍ବର ମଧ୍ୟରେ ଏହି ହସ୍ପିଟାଲରେ 71 ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ 25ରୁ 30 ଡିସେମ୍ବର ମଧ୍ୟରେ 14ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।

jk lon hospital
ଶିଶୁଙ୍କ ଜୀବନ ନେଉଛି ଜେକେ ଲୋନ ହସ୍ପିଟାଲ!
author img

By

Published : Dec 31, 2019, 5:21 PM IST

ଜୟପୁର: ରାଜସ୍ଥାନ କୋଟାର ଜେକେ ଲେନ ହସ୍ପିଟାଲରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଶିଶୁଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉ ନାହିଁ । 24 ଡିସେମ୍ବର ମଧ୍ୟରେ ଏହି ହସ୍ପିଟାଲରେ 71 ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି । ସେହିପରି 25ରୁ 30 ଡିସେମ୍ବର ମଧ୍ୟରେ 14 ଶିଶୁଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 28 ଡିସେମ୍ବର ଗୋଟିଏ ଦିନରେ ହିଁ 6 ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶିଶୁଙ୍କ ଜୀବନ ନେଉଛି ଜେକେ ଲୋନ ହସ୍ପିଟାଲ!

କୋଟାର ଜେକେ ଲୋନ ହସ୍ପିଟାଲରେ 48 ଘଣ୍ଟାରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ଉପରେ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନ୍ୟପକ୍ଷେ ସରକାର ନିଜକୁ ଏ ମାମଲାରୁ ବଞ୍ଚାଇବାରେ ଲାଗିପଡିଛନ୍ତି । ଏବେ ବି ହସ୍ପିଟାଲରେ ଶିଶୁଙ୍କ ମୃତ୍ୟୁ ଜାରି ରହିଛି । ଚଳିତ ବର୍ଷ ଜେକେ ଲୋନ ହସ୍ପିଟାଲରେ 955 ଶିଶୁଙ୍କ ଜୀବନ ଯାଇସାରିଛି । ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ହସ୍ପିଟାଲର ଡାକ୍ତରମାନଙ୍କଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ ।

Intro:जेके लोन अस्पताल में अभी भी बच्चों की मौत के सिलसिला नहीं रुक रहा है. 24 दिसंबर तक यहां पर 71 बच्चों की मौत हुई थी, वही 23 से 24 दिसंबर तक 10 बच्चों की मौत 2 दिन में ही हो गई थी. इस पर ही हंगामा मचा हुआ है, लेकिन 25 से 30 दिसंबर तक भी 14 और बच्चों की मौत जेकेलोन अस्पताल में हुई है. जिनमें से 6 बच्चों की मौत तो एक ही दिन 28 दिसंबर को हुई है.

Body:कोटा. कोटा के जेके लोन अस्पताल में 48 घंटों में 10 बच्चों की मौत का मामला पूरे देश भर में छाया हुआ है. इस पर राजनीतिक दल अपनी अपनी अलग-अलग प्रतिक्रियाएं दे रहे हैं. सरकार बचाव में जुटी हुई है, तो भाजपा लगातार सरकार के ऊपर हमले कर रही है. इसके साथ ही जेके लोन अस्पताल में अभी भी बच्चों की मौत के सिलसिला नहीं रुक रहा है. 24 दिसंबर तक यहां पर 71 बच्चों की मौत हुई थी, वही 23 से 24 दिसंबर तक 10 बच्चों की मौत 2 दिन में ही हो गई थी. इस पर ही हंगामा मचा हुआ है, लेकिन 25 से 30 दिसंबर तक भी 14 और बच्चों की मौत जेकेलोन अस्पताल में हुई है. जिनमें से 6 बच्चों की मौत तो एक ही दिन 28 दिसंबर को हुई है. बीते 6 दिनों में हुई मौत की बात की जाए तो सात बच्चों की मौत पीडियाट्रिक आईसीयू में हुई है वहीं नौ बच्चों की मौत नियों-नेटल आईसीयू में हुई है आपको बता दें कि इस साल जेकेलोन अस्पताल में अब तक 955 बच्चों की मौत उपचार के दौरान हो चुकी है हालांकि यह आंकड़ा पिछले 6 साल में सबसे कम है.

Conclusion:चिकित्सक कर रहे दावा गंभीर थे इसलिए हुई मृत्यु सभी मौतों के मामले में चिकित्सक सीधे तौर पर तो कुछ भी कहने से बच रहे हैं, लेकिन उनका तर्क है कि बच्चों की मौत उनके गंभीर रूप से बीमार होने के चलते हुई है. साथ ही अधिकांश बच्चे दूसरी यूनिट से रेफर हो कर आए थे. कोटा में अधिकांश बच्चे बाहर से रेफर होकर आते है. कोटा मेडिकल कॉलेज में जहां पर झालावाड़, कोटा, बूंदी, बारां के साथ मध्यप्रदेश के एडज्वाइनिंग एरिया के मरीज आते हैं. इस प्रकार है अस्पताल में मौतों का आंकड़ा दिन - पीडियाट्रिक आईसीयू- नियोंनेटल आईसीयू 25 दिसंबर - 1 - 0 26 दिसंबर - 1 - 2 27 दिसंबर - 1 - 1 28 दिसंबर - 2 - 4 29 दिसंबर - 1 - 1 30 दिसम्बर - 1 - 1 कुल - 7 - 9
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.