ETV Bharat / bharat

ଇସ୍ତଫା ଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ। ରାଜଭବନ ଯାଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ଦେଇଛନ୍ତି।

author img

By

Published : Dec 23, 2019, 8:12 PM IST

Chief Minister Raghubar Das  resign
ଫଟୋ ସୌଜନ୍ୟ: ଏଏନଆଇ

ରାଞ୍ଚି: ଝାଡଖଣ୍ଡରେ ବିଜେପିର ପରାଜୟ ପରେ ରଘୁବର ଦାସ ଜନମତକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନିଜେ ରାଜଭବନ ଯାଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖିଲେ ଶାସକ ବିଜେପିକୁ ଏକ ବଡ଼ ଝଟକା ଲାଗିଥିବାବେଳେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ରାଜ୍ୟରେ ନୂତନ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.