ETV Bharat / bharat

କର୍ଣ୍ଣାଟକ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୟେଦୁରାପ୍ପା

କର୍ଣ୍ଣାଟକ ରାଜ୍ୟ ବିଜେପି ଶାଖାର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ନଳିନୀ କୁମାର କଟୀଲଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା । ସେ 2009, 2014 ଓ 2019ରେ ରାଜ୍ୟର ଦକ୍ଷିଣ କନ୍ନଡ ଲୋକସଭା ଆସନରୁ ସଂସଦକୁ ପ୍ରତିନଧିତ୍ୱ କରୁଛନ୍ତି ।

author img

By

Published : Aug 27, 2019, 1:35 PM IST

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ବିଜେପି ଶାଖାର ନୂତନ ଅଧ୍ୟକ୍ଷ ଭାବେ ନଳିନୀ କୁମାର କଟୀଲ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ରାଷ୍ଟ୍ରୀୟ ସ୍ବୟଂ ସେବକ ସହ ଜଡିତ ନଳିନୀ 2009, 2014 ଓ 2019 ନିର୍ବାଚନରେ ରାଜ୍ୟର ଦକ୍ଷିଣ କନ୍ନଡ ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି । ବିଏସ ୟେଦୁରାପ୍ପା 26 ଜୁଲାଇ 2019ରେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା । ବିଜେପିର ଏକ ବ୍ୟକ୍ତି ଏକ ପଦ ନିୟମ ଯୋଗୁଁ ତାଙ୍କୁ ଅଧ୍ୟକ୍ଷ ପଦ ଛାଡିବାକୁ ପଡିଥଲା ।

ଏହା ପରେ ନଳିନ କଟୀଲଙ୍କୁ କର୍ଣ୍ଣାଟକର ନୂଆ ରାଜ୍ୟ ଶାଖା ସଭାପତି ଭାବେ ଦାୟିତ୍ବ ମିଳିଛି । ନଳିନୀ କୁମାରଙ୍କ ଦଳୀୟ ରାଜ୍ୟଶାଖା ସଙ୍ଗଠନରେ ବେଶ ଭଲ ପ୍ରଭାବ ରହିଛି ।

Intro:Body:

yy

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.