ETV Bharat / bharat

ଦାନ୍ତେୱାଡାରେ 16 ନକ୍ସଲଙ୍କ ଆତ୍ମସମର୍ପଣ

author img

By

Published : Aug 13, 2020, 9:11 PM IST

ଛତିଶଗଡର ଦାନ୍ତେୱାଡାରେ 16ଜଣ ନକ୍ସଲ ଦନ୍ତେୱାଡା ଏସପି ଡ. ଅଭିଷେକ ପଲ୍ଲବଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ।

Chhattisgarh: 16 naxalite surrendered in dantewada
ଛତିତଗଡ ଦନ୍ତେୱାଡାରେ 16 ନକ୍ସଲଙ୍କ ଆତ୍ମସମର୍ପଣ

ଦାନ୍ତେୱାଡା(ଛତିଶଗଡ): ଦାନ୍ତେୱାଡା ପୋଲିସକୁ ଆଉ ଏକ ବଡ ସଫଳତା । ଜିଲ୍ଲାରେ ଏକି ଅଭିନବ ବରାଟୁ ଅଭିଯାନରେ ପ୍ରଭାବିତ ହୋଇ 16ଜଣ ନକ୍ସଲ ଦନ୍ତେୱାଡା ଏସପି ଡ. ଅଭିଷେକ ପଲ୍ଲବଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ଘର ସ୍ଥାନୀୟ ପଶ୍ଚିମ ବସ୍ତରର କାମାଲୁର ଅଞ୍ଚଳର ବୋଲି କହିଛନ୍ତି ଏସପି ଡ. ଅଭିଷେକ ପଲ୍ଲବ । ଏହି 16 ଜଣଙ୍କ ମଧ୍ୟରେ 3 ଜଣ କମାଣ୍ଡର ଶ୍ରେଣୀର ରହିଛନ୍ତି । ଛତିଶଗଡ ସରକାର ଏମାନଙ୍କୁ ଗିରଫ ପାଇଁ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ କରିଥିଲା ।

ଏମାନଙ୍କ ନାମରେ ରେଲୱେ ଟ୍ରାକ ବିସ୍ପୋରଣ, ଜନପ୍ରତିନିଧିଙ୍କ ହତ୍ୟା, ଲୁଟ, ମାରପିଟ ଭଳି ମାମଲା ରହିଛି । ସିଆରପିଏଫ ଡିଆଜି ବିନୟ କୁମାର ସମସ୍ତ ନସ୍କଲଙ୍କୁ 10 ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ସହ, ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.