ETV Bharat / bharat

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ମାତୃ ବିୟୋଗ

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ମା’ ବିନ୍ଦେଶ୍ବେରୀ ବାଘେଲଙ୍କ ଦେହାନ୍ତ ହୋଇଛି ।

author img

By

Published : Jul 7, 2019, 9:59 PM IST

Updated : Jul 9, 2019, 12:52 PM IST

ଫାଇଲ ଫଟୋ

ବିଳାସପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ ବାଘେଲଙ୍କ ମା’ ବିନ୍ଦେଶ୍ବେରୀ ବାଘେଲଙ୍କ ମୃତ୍ୟୁ ଘଟିଛି । ରବିବାର ସନ୍ଧ୍ୟାରେ ଏକ ଘରୋଇ ମେଡିକାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁଯାଇ ଗତ କିଛି ଦିନ ହେବ ବିନ୍ଦେଶ୍ବେରୀ ବାଘେଲ ହୃଦରୋଗରେ ପିଡିତ ଥିଲେ । ସେଥିପାଇଁ ତାଙ୍କୁ ଗତ ସପ୍ତାହରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ସନ୍ଧ୍ୟାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁରେ ସାରା ପରିବାର ସହ ରାଜ୍ୟରେ ଶୋକର ଛାୟା ଖେଲିଯାଇଛି ।

ଏପଟେ ସୋମବାର ଅପରାହ୍ନରେ ତାଙ୍କ ମୃତଦେହକୁ ମେଡିକାଲରୁ ବାଘେଲ ଭିଲାଇ ବାସଭବନକୁ ଅଣାଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Intro:Body:

asfa

Conclusion:
Last Updated : Jul 9, 2019, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.