ETV Bharat / bharat

ବିନା ଡକ୍ୟୁମେଣ୍ଟରେ କରନ୍ତୁ ଆଧାର କାର୍ଡରେ ପରିବର୍ତ୍ତନ

ବିନା ପ୍ରମାଣପତ୍ରରେ କରିହେବ ଆଧାର କାର୍ଡରେ ପରିବର୍ତ୍ତନ । ଏଥିପାଇଁ ଡକ୍ୟୁମେଣ୍ଟ ଦରକାର ପଡିବନି । ଏନେଇ UIDAI ଟ୍ବିଟ କରି ଜଣାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Nov 17, 2019, 11:49 AM IST

ବିନା ଡକ୍ୟୁମେଣ୍ଟରେ କରନ୍ତୁ ଆଧାରକାର୍ଡରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଏଣିକି ବିନା ଡକ୍ୟୁମେଣ୍ଟରେ ଆଧାର କାର୍ଡରେ ବଦଳାଇ ଯାଇପାରିବ ଫଟୋ, ବାୟୋମେଟ୍ରିକ, ଜେଣ୍ଡର, ମୋବାଇଲ ନମ୍ବର ଓ ଇମେଲ ଆଇଡି । ଏଥିପାଇଁ ଆଉ ଦରକାର ପଡିବନି କାଗଜପତ୍ର । ଏନେଇ UIDAI ଟ୍ବିଟ କରି ଜଣାଇଛି । ଆଧାରକାର୍ଡରେ କୌଣସି ପରିବର୍ତ୍ତନ ଆପଣ ନିକଟସ୍ଥ ଆଧାରକାର୍ଡ କେନ୍ଦ୍ରରେ କରିପାରିବେ ।

ଏହାସହ ଅନଲାଇନରେ ଘରର ଠିକଣା ପରିବର୍ତ୍ତନ କରି ପାରିବେ । ଖାଲି ସେତିକି ନୁହେଁ ନୂଆ ଆଧାର କାର୍ଡ ଆବେଦନକାରୀ ନିଜ ସୁବିଧା ଅନୁସାରେ ନିକଟସ୍ଥ ଆଧାରକାର୍ଡ କେନ୍ଦ୍ରରେ ଅଗ୍ରିମ ବୁକିଂ ମଧ୍ୟ କରି ପାରିବେ । ଏଥିସହ ନୂତନ ଆଧାର କାର୍ଡ ଆବେଦନକାରୀଙ୍କୁ ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.