ETV Bharat / bharat

ବିଜେପି ବିଧାୟକ କୋରୋନା ଆକ୍ରାନ୍ତ

ହରିୟାଣା କୁରୁକ୍ଷେତ୍ର ଜିଲ୍ଲାର ଥାନେସର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ବିଜେପି ନେତା ସୁଭାଷ ସୁଧା କୋରୋନା ଆକ୍ରାନ୍ତ ହୋଇଛନ୍ତି ।

author img

By

Published : Jun 29, 2020, 12:31 PM IST

corona
ବିଜେପି ବିଧାୟକ କୋରୋନା ଆକ୍ରାନ୍ତ

ଚଣ୍ଡୀଗଡ଼: ବିଜେପି ନେତା କୋରୋନା ଆକ୍ରାନ୍ତ । ହରିୟାଣା କୁରୁକ୍ଷେତ୍ର ଜିଲ୍ଲାର ଥାନେସର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ବିଜେପି ନେତା ସୁଭାଷ ସୁଧା କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଅନୁଯାୟୀ, କୋରୋନା ଲକ୍ଷଣ ପରିଲଖିତ ହେବା ପରେ ବିଜେପି ବିଧାୟକଙ୍କୁ ମେନ୍ଦାତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ଶନିବାର ତାଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଏହା ପୂର୍ବରୁ ବିଜେପି ବିଧାୟକ ଗତ 22 ଜୁନରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଗତ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ସୁଭାଷ ସୁଧାଙ୍କର ମେନ୍ଦାତା ମେଡିକାଲରେ ଏକ ଅପରେସନ ହୋଇଥିଲା । ଅପରେସନ ପରେ ସେ ବହୁ ଦିନ ଧରି ଶଯ୍ୟାଶାୟୀ ଥିଲେ ।

ପ୍ରକାଶ ଥାଉକି, ବର୍ତ୍ତମାନ ହରିୟାଣାରେ 13829 କୋରୋନା ଆକ୍ରାନ୍ତ ଥିବାବେଳେ 5 ଜଣ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.