ETV Bharat / bharat

ବାଦାମରେ ଡୋନାଲ୍ଡ ଟ୍ରମ୍ପ - chandigarh artist portrait of donald trump on almond

ଚଣ୍ଡିଗଡର ଅମନ ସିଂ ଗୁଲାଟୀ ନାମକ ଜଣେ କଳାକାର ବାଦାମ ଖଣ୍ଡରେ ଟ୍ରମ୍ପଙ୍କ ଚିତ୍ର ଆଙ୍କିଛନ୍ତି । ଯାହାର ଆକାର ଏକ ଇଞ୍ଚରୁ କମ୍ ହେବ ।

trump ddrawing in almond
ବାଦାମ ଖଣ୍ଡରେ ଟ୍ରମ୍ପଙ୍କ ଚିତ୍ର
author img

By

Published : Feb 23, 2020, 5:09 PM IST

ଚଣ୍ଡିଗଡ: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ବିଭିନ୍ନ ପ୍ରସ୍ତୁତି ସରିଥିବା ବେଳେ ଚଣ୍ଡିଗଡର ଅମନ ସିଂ ଗୁଲାଟୀ ନାମକ ଜଣେ କଳାକାର ବାଦାମ ଖଣ୍ଡରେ ଟ୍ରମ୍ପଙ୍କ ଚିତ୍ର ଆଙ୍କିଛନ୍ତି । ଯାହାର ଆକାର ଏକ ଇଞ୍ଚରୁ କମ୍ ହେବ ।

ତେବେ ଅମନ ବାଦାମରେ ବିଭିନ୍ନ ଚିତ୍ର ଆଙ୍କି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିବା ବେଳେ ଏଥର ସେ ବାଦାମ ଖଣ୍ଡରେ ଟ୍ରମ୍ପଙ୍କ ରଙ୍ଗୀନ ଚିତ୍ର ଆଙ୍କିଛନ୍ତି । ଏହା ପୂର୍ବରୁ ତାମିଲନାଡୁର ଏମ୍ ଏଲଞ୍ଚଜିୟାନ ନାମକ ଜଣେ କଳାକାର ତରଭୁଜରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଚିତ୍ର ଆଙ୍କିଥିଲେ । ଏଥିସହ ସେ ଫଳରେ ତାଜମହଲ ତିଆରି କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.