ETV Bharat / bharat

ଲାଲଚୌକରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ

ଜମ୍ମୁକାଶ୍ମୀରରୁ 370 ଏବଂ 35(ଏ) ଧାରା ହଟିବା ସେଠାକାର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଶ୍ରୀନଗର ଠାରେ ପହଞ୍ଚିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ। ସ୍ଥାନୀୟ ଲୋକଙ୍କ ସହ ସେ ଲାଲଚୌକ ଠାରେ କଥାବାର୍ତ୍ତା କରିଛନ୍ତି।

author img

By

Published : Jan 22, 2020, 3:00 PM IST

central-minority-minister-mukther-abbas-naqhvi-visit-sensitive-lal-chowck-of-srinagar
ଲାଲ ଚୌକରେ ପହଞ୍ଚିଲେ କେନ୍ଦ୍ରୟମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ

ଶ୍ରୀନଗର: ଜମ୍ମୁକଶ୍ମୀରରୁ 370 ଏବଂ 35(ଏ) ଧାରା ହଟିବା ପରେ ଧିରେ ଧିରେ ସୁଧୁରୁଛି ଘାଟିର ସ୍ଥିତି। ସ୍ବାଭାବିକ ହେଉଛି ସାଧାରଣ ଜୀବନଯାତ୍ରା। ଦିନ ଦିନର ପ୍ରତୀକ୍ଷା ପରେ ଆରମ୍ଭ ହୋଇଛି 2ଜି ମୋବାଇଲ ସେବା। କେତେକ ସ୍ଥାନରେ ଇଣ୍ଟରନେଟ ସେବା ଉପଲବ୍ଧ ହେଉଥିବା ବେଳେ, ସବୁ ସ୍ଥାନରେ ଏହା ମିଳିନାହିଁ। ଜମ୍ମୁକଶ୍ମୀର ପାଇଁ ଲାଗୁ ହୋଇଥିବା ଭାରତୀୟ ସମ୍ବିଧାନର ଧାରା 370 ଏବଂ 35(ଏ) ହଟାଯିବା ପରେ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ସେଠାକାର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଶ୍ରୀନଗର ଠାରେ ପହଞ୍ଚିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ। ସ୍ଥାନୀୟ ଲୋକଙ୍କ ସହ ସେ ଲାଲଚୌକ ଠାରେ କଥାବାର୍ତ୍ତା କରିଛନ୍ତି। ଏଠାକୁ ଗସ୍ତ କରିବା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏକ ସକରାତ୍ମକ ବାତାବରଣ ନେଇ ଲୋକଙ୍କ ସହିତ ମିଶିବା ପାଇଁ ଆସିଛି। ଲୋକଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଚେଷ୍ଟିତ। ଏଠାକାର ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଭାରତ ସରକାର ଗୁରୁତ୍ବ ଦେଉଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.