ETV Bharat / bharat

ପୁଣି ନାଗାଲାଣ୍ଡରେ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା 6 ମାସ ବଢିଲା - security forces special power in nagaland

ନାଗାଲାଣ୍ଡରେ ସ୍ଥିତି ଶାନ୍ତିପୁର୍ଣ୍ଣ ନଥିବା ଦର୍ଶାଇ ଆର୍ମଡ ଫୋର୍ସ ସ୍ପୋଶାଲ ପାଓ୍ବାର ଆକ୍ଟ (AFSPA) ଅବଧିକୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପଢନ୍ତୁ ଅଧିକ......

ପୁଣି ନାଗାଲାଣ୍ଡରେ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତାକୁ 6 ମାସ ବଢାଇଲା କେନ୍ଦ୍ର

author img

By

Published : Dec 30, 2020, 10:44 PM IST

ନାଗାଲାଣ୍ଡ: ନାଗାଲାଣ୍ଡରେ ସ୍ଥିତି ଶାନ୍ତିପୁର୍ଣ୍ଣ ନଥିବା ଦର୍ଶାଇ ଆର୍ମଡ ଫୋର୍ସ ସ୍ପୋଶାଲ ପାଓ୍ବାର ଆକ୍ଟ ( AFSPA )ଅବଧିକୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ତେଣୁ ସେଠାରେ ପ୍ରାଦେଶିକ ସୂରକ୍ଷାକୁ ଦୃଷ୍ଟିରେ ରଖି ସାମରିକ ବଳର ଏହି ସ୍ବତନ୍ତ୍ର କ୍ଷମତାକୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ ବୋଲି କହିଛି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ଏକ ବିଜ୍ଞାପ୍ତିରେ ସ୍ପଷ୍ଟ କରିଛି ।

ସମ୍ପୂର୍ଣ୍ଣ ନାଗାଲାଣ୍ଡ ରାଜ୍ୟ ଏବେ ଭୟ ଓ ବିପଦପୁର୍ଣ୍ଣ ସ୍ଥିତିରେ ଥିବା ଦର୍ଶାଇଛି କେନ୍ଦ୍ର । ତେଣୁ ସେଠାକାର ପ୍ରାଦେଶିକ ସରକାର ଓ ବ୍ୟବସ୍ଥାକୁ ଉଚିତ କ୍ରିୟାଶୀଳ କରିବାକୁ ହେଲେ ସ୍ଥାନୀୟ ପ୍ରଶାସନକୁ ସାମରିକ ବଳର ସହାୟତା ଆବଶ୍ୟକ ଅଛି । ତେଣୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ସୁରକ୍ଷା ବଳର ସ୍ବତନ୍ତ୍ର କ୍ଷମତାକୁ ଜାରି କରାଯାଉଥିବା କଥା ଏକ ବିଜ୍ଞାପ୍ତିରେ ସ୍ପଷ୍ଟ କରିଛି ଗୃହମନ୍ତ୍ରଣାଳୟ ।

ପୂର୍ବରୁ ମଧ୍ୟ ନାଗାଲାଣ୍ଡରେ ସୁରକ୍ଷା ବଳକୁ ଏହୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା । ତେବେ ଏହାକୁ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ସମୟରେ ବିରୋଧୀ ମାନେ ଦାବି କରୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ବାଭାବିକ ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.