ETV Bharat / bharat

ଦୀପ ସିଦ୍ଧୁଙ୍କ ବିଷୟରେ ସୂଚନା ଦିଅନ୍ତୁ, ଲକ୍ଷେ ଟଙ୍କା ପୁରସ୍କାର ନିଅନ୍ତୁ - arrest of actors Deep Sidhu news

ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ତ୍ରିରଙ୍ଗା ସମାନରେ ସାଙ୍ଗଠନିକ ପତାକା ଲଗାଇଥିବା ଅଭିନେତା ଦୀପ୍ ସିଦ୍ଧୁକୁ ଖୋଜୁଛି ପୋଲିସ । ଏଥିପାଇଁ ଯିଏ ବି ଦୀପ ସିଦ୍ଧୁ ବିଷୟରେ ସୂଚନା ଦେବ ତାଙ୍କୁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଅଧିକ ପଢନ୍ତୁ...

ଦୀପ ସିଦ୍ଧୁ
ଦୀପ ସିଦ୍ଧୁ
author img

By

Published : Feb 3, 2021, 12:41 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ତ୍ରିରଙ୍ଗା ସମାନରେ ସାଙ୍ଗଠନିକ ପତାକା ଲଗାଇଥିବା ଅଭିନେତା ଦୀପ୍ ସିଦ୍ଧୁକୁ ଖୋଜୁଛି ପୋଲିସ । ଏଥିପାଇଁ ଯିଏ ବି ଦୀପ ସିଦ୍ଧୁ ବିଷୟରେ ସୂଚନା ଦେବ ତାଙ୍କୁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ।

  • Delhi Police announce cash reward of Rs 1 lakh each for information leading to arrest of Deep Sidhu, Jugraj Singh, Gurjot Singh & Gurjant Singh, & Rs 50,000 each for arrest of Jajbir Singh, Buta Singh, Sukhdev Singh & Iqbal Singh for their alleged involvement in Jan 26 violence.

    — ANI (@ANI) February 3, 2021 " class="align-text-top noRightClick twitterSection" data=" ">

ଏହାସହ ବୁଟା ସିଂ, ସୁଖଦେବ ସିଂ ଏବଂ ଅନ୍ୟ ଦୁଇଜଣଙ୍କ ବିଷୟରେ ସୂଚନା ଦେଲେ ମିଳିବ ନଗଦ 50 ହଜାର ଟଙ୍କା । ଜାନୁୟାରୀ 26 ରେ କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଟ୍ରାକ୍ଟର ରାଲିରେ ହଜାର ହଜାର କୃଷକ-ପୋଲିସ ମୁହାଁମୁହିଁ ହୋଇଥିଲେ। ଅନେକ ବିକ୍ଷୋଭକାରୀ ଟ୍ରାକ୍ଟର ଚଲାଇ ଲାଲକିଲ୍ଲାରେ ପହଞ୍ଚି ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.