ETV Bharat / bharat

ଟ୍ରକ ତଳେ ଚାପି ହୋଇ ଗୋଟିଏ ପରିବାରର 5 ମୃତ

author img

By

Published : Nov 17, 2019, 1:58 PM IST

ମଧ୍ୟପ୍ରଦେଶ ବଡୱାନୀ ଜିଲ୍ଲାର ମଣ୍ଡୱାଡା ନିକଟରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି।

ଟ୍ରକ ତଳେ ଚାପି ହୋଇ ଗୋଟିଏ ପରିବାରର 5 ମୃତ

ଭୋପାଳ: କାର ଓ ଟ୍ରକ ଧକ୍କାରେ ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ବଡୱାନୀ ଜିଲ୍ଲାର ମଣ୍ଡୱାଡା ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏକ ବିବାହ ଉତ୍ସବକୁ ଯୋଗଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

କାରରେ ଥିବା ସମସ୍ତ ବକ୍ତି ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲାର କଶରୱାଡରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ମଣ୍ଡୱାଡ ନିକଟରେ କାର ଓ ଚ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରରେ ଥିବା 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.