ETV Bharat / bharat

ସିରିଆରେ କାର୍ ବୋମା ବିସ୍ଫୋରଣ, 10 ମୃତ - ସିରିଆ ବିସ୍ଫୋରଣ

ସିରିଆରେ ହୋଇଥିବା କାର ବୋମା ବିସ୍ଫୋରଣରେ 10ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ଉତ୍ତର ସିରିଆର ଆବୟାଦ ସହରରେ ଘଟିଛି ଏ ଘଟଣା। ଅଧିକ ଖବର ପଢନ୍ତୁ...

ସିରିଆରେ କାର୍ ବୋମା ବିସ୍ଫୋରଣ, 10 ମୃତ
author img

By

Published : Nov 24, 2019, 10:08 AM IST

ଦାମାସକସ: ସିରିଆରେ କାର୍ ବୋମା ବିସ୍ପୋରଣରେ 10ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ଘଟଣାଟି ଉତ୍ତର ସିରିଆର ଆବୟାଦ ସହରରେ ଘଟିଛି ଏ ଘଟଣା। ଏହି ବିସ୍ପୋରଣରେ 25ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଘଟଣା ବାବଦରେ ଗଣମାଧ୍ୟମକୁ ଜଣାଇଛି ସିରିୟାନ ଆର୍ମି।

କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଉତ୍ତର-ପଶ୍ଚିମ ସିରିଆରୁ 8 ଜଣ ଲୋକ ଅଛନ୍ତି। ଏ ଘଟଣାକୁ ନେଇ ତୁର୍କିର ପ୍ରତିରକ୍ଷା ମନ୍ତ୍ରୀ ସିରିଆର କୁର୍ଦ୍ଦିସ ସଙ୍ଗଠନକୁ ଦାୟୀ କରିଛନ୍ତି। ଏହାସହ ଚଳିତମାସରେ ସିରିଆରର ଆବୟାଦରେ ଦୁଇ ଦୁଇ ଥର କାର୍ ବିସ୍ପୋରଣ ହୋଇଛି। ଯେଉଁଥିରେ ମାସେ ମଧ୍ୟରେ 21ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି।

Car bomb kills 10 in northern Syria
ସିରିଆରେ କାର୍ ବୋମା ବିସ୍ଫୋରଣ, 10 ମୃତ

ଦୀର୍ଘ ଦିନ ହେବ ମଧ୍ୟ ଏସୀୟ ଦେଶ ସିରିଆରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସାମରିକ ସଂଘର୍ଷ ଜାରି ରହିଛି। ଏପରିକି ସେଠାରେ ଆତଙ୍କବାଦ ଏବଂ ଜିହାଦୀ କାର୍ଯ୍ୟକଳାପ ଥମିବାର ନାଁ ଧରୁନାହିଁ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.