ETV Bharat / bharat

'ଯେତେ ସମ୍ପର୍କୀୟ ଅଛନ୍ତି ଡାକି ଆଣ' - ସ୍ମୃତି ଇରାନୀ

ଗାନ୍ଧୀ ପରିବାରର ବଂଶବାଦ ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ବୟାନ ଦେଇଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Apr 23, 2019, 1:28 AM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଗାନ୍ଧୀ ପରିବାରକୁ ଟାର୍ଗେଟ୍‌ କରିଛନ୍ତି । ପାରିବାରିକ ରାଜନୀତିକୁ ନେଇ ସେ ଟିପ୍ପଣୀ କରିଛନ୍ତି ।

  • #WATCH Union Min Smriti Irani: Call all the relatives you have,be it from India,from Italy or from any part of the world.People of India will do justice&they have already decided to choose Pradhansevak again,but this time whole Gandhi family will also be given a strong message." pic.twitter.com/ocp1H1CSHQ

    — ANI UP (@ANINewsUP) April 22, 2019 " class="align-text-top noRightClick twitterSection" data=" ">

ଆହୁରି ପଢନ୍ତୁ: ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର: ଧର୍ମେନ୍ଦ୍ର

ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ଯଦି ଆଉ କିଏ ସମ୍ପର୍କୀୟ ଭାରତରେ ଅଛନ୍ତି ବା ବିଦେଶ କିମ୍ବା ଇଟାଲୀରେ ଅଛନ୍ତି, ଭାରତ ଆସିକି ରାଜନୀତିରେ ଯୋଗ ଦିଅ । ଭାରତର ଜନତା ନ୍ୟାୟ କରିବ । ଏବେ ତ ଭାରତୀୟମାନେ ମୋଦିଙ୍କୁ ପ୍ରଧାନସେବକ ବନାଉଛନ୍ତି । ଏଥିସହ ଏହି ନିର୍ବାଚନରେ ଗାନ୍ଧୀ ପରିବାରକୁ ଦୃଢ ବାର୍ତ୍ତା ମିଳିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.