ETV Bharat / bharat

ଆସନ୍ତା 30ରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

author img

By

Published : Dec 27, 2019, 12:32 PM IST

ବହୁପ୍ରତିକ୍ଷିତ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆସନ୍ତା 30 ତାରିଖରେ ହେବାକୁ ଯାଉଛି । ତେବେ ସେହିଦିନ ଅତ୍ୟାଧିକ 36 ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।

cabinet-expansion-in-maharashtra-on-december-30
ଆସନ୍ତା 30ରେ ହେବ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ: ବହୁପ୍ରତିକ୍ଷିତ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆସନ୍ତା 30 ତାରିଖରେ ହେବାକୁ ଯାଉଛି । ତେବେ ସେହିଦିନ ଅତ୍ୟାଧିକ 36 ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି । ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମଣ୍ଡଳରେ 6ଜଣ ମନ୍ତ୍ରୀ ରହିଛନ୍ତି । ରାଜ୍ୟ ବିଧାନ ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଦେଶ କଂଗ୍ରେସ ମୁଖ୍ୟ ବାଲାସାହେବ୍‌ ଥୋରଟ୍‌ କହିଛନ୍ତି, କେଉଁ କେଉଁ ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯିବ ସେନେଇ ଦଳ ପକ୍ଷରୁ ନିଷ୍ପତ୍ତି ହୋଇସାରିଛି । ତେବେ ମନ୍ତ୍ରୀଙ୍କ ତାଲିକା କଥାର ଉତ୍ତରରେ କହିଛନ୍ତି, ସେହିଦିନ ହିଁ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ । ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବିଳମ୍ବ ହେବାର କାରଣର ଉତ୍ତର ଦେଇ ଥୋରଟ୍‌ କହିଛନ୍ତି, ଶୀତକାଳିନ ଅଧିବେଶନ ପାଇଁ ସମସ୍ତେ ଏବେ ନାଗପୁରରେ ରହିଛନ୍ତି । ତେଣୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବିଲମ୍ବ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.