ETV Bharat / bharat

କୋରୋନାରେ ସୁଧାର ଆସିଲେ କାର୍ଯ୍ୟକାରୀ ହେବ ସିଏଏ: ଶାହ - CAA formulated after COVID-19

ସିଏଏ କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା । କୋରୋନାରେ ସୁଧାର ଆସିଲେ କାର୍ଯ୍ୟକାରୀ ହେବ ସିଏଏ । ଅଧିକ ପଢନ୍ତୁ....

କୋରୋନାରେ ସୁଧାର ଆସିଲେ କାର୍ଯ୍ୟକାରୀ ହେବ ସିଏଏ: ଅମିତ ଶାହା

author img

By

Published : Dec 20, 2020, 10:11 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବା ନାଗରିକ ସଂଶୋଧନ ଆଇନ କୋରୋନା ସ୍ଥିତିରେ ସୁଧାର ଆସିବା ପରେ କାର୍ଯ୍ୟକାରିତା ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । କୋରୋନା ଭାଇରସ୍ କାରଣରୁ ଦେଶରେ ବଡ ବଡ କାମ ବାକି ପଡିଛି । କୋରୋନାରେ ସୁଧାର ଆସିଲେ ଏସବୁ ଲାଗୁ ହେବ ବୋଲି ସେ କହିଛନ୍ତି ।

କୋରୋନାରେ ସୁଧାର ଆସିଲେ କାର୍ଯ୍ୟକାରୀ ହେବ ସିଏଏ: ଅମିତ ଶାହା

ଆଜି(ରବିବାର) ଗୃହମନ୍ତ୍ରୀ ଅମିତ ଶାହା ନାଗରିକ ସଂଶୋଧନ ଆଇନର କାର୍ଯ୍ୟାକାରିତା ଉପରେ ଆଲୋଚନା କରିଛନ୍ତି । 2019ରେ ସିଟିଜନ ଆମେଣ୍ଡମେଣ୍ଟ ବିଲ୍ ଆକ୍ଟରେ ପରିଣତ ହୋଇଥିଲା । ମାତ୍ର ଏହି ଆଇନର କାର୍ଯ୍ୟକାରିତା ବାବଦରେ ଅମିତ ଶାହା ସୂଚନା ଦେଇଛନ୍ତି । ଅମିତ ଶାହାଙ୍କ କହିବା ଅନୁଯାୟୀ କୋଭିଡ-19 ଭାଇରସ୍ କାରଣରୁ ସିଏଏ ଲାଗୁ କରାଯାଉନଥିଲା । ଏହି ପରିସ୍ଥିତିର ସୁଧାର ଆସିବା ପରେ ସିଏଏ କାର୍ଯ୍ୟକାରିତା ହେବ । ଯେତେ ଶୀଘ୍ର କୋଭିଡ୍ ପଇଁ ଭ୍ୟାକ୍ସିନ ଆସିବ ଏନେଇ ଆଲୋଚନା କରାଯିବ ବୋଲି ଶାହା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.