ETV Bharat / bharat

ଜନ୍ତର-ମନ୍ତରରେ ସିଏଏ ଓ ଏନଆରସିକୁ ନେଇ ଛାତ୍ରଙ୍କ ଭିନ୍ନ ବିରୋଧ ପ୍ରଦର୍ଶନ - ଏନଆରସିକୁ ଛାତ୍ରଙ୍କ ଭିନ୍ନ ବିରୋଧ ପ୍ରଦର୍ଶନ

ସିଏଏ ଓ ଏନଆରସି ବିରୋଧ କରି ନୂଆଦିଲ୍ଲୀ ସ୍ଥିତ ଜନ୍ତର-ମନ୍ତରରେ ଦେଶ ଭକ୍ତି ନାରା ଦେଇ ଏହି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି କିଛି ଛାତ୍ରମାନେ । ଅଧିକ ପଢନ୍ତୁ...

JantarMantar Protes
ଜନ୍ତର-ମନ୍ତରରେ ସିଏଏ ଓ ଏନଆରସିକୁ ଛାତ୍ରଙ୍କ ଭିନ୍ନ ବିରୋଧ ପ୍ରଦର୍ଶନ
author img

By

Published : Jan 1, 2020, 12:05 PM IST

ନୂଆଦିଲ୍ଲୀ: ଥମୁନି ସିଏଏ ଓ ଏନଆରସି ବିରୋଧରେ ଆନ୍ଦୋଳନ ଓ ସ୍ବରୋତ୍ତଳନ । ଏହା ଦିନକୁ ଦିନ ବୃହତ ଆକାରରେ ବ୍ୟାପିବାରେ ଲାଗିଛି । ଯାହାକୁ ବିରୋଧ କରିବା ସହ ଏ ସମ୍ବନ୍ଧରେ ନାଗରିକ ମାନଙ୍କୁ ଜାଗ୍ରତ କରାଇବା ପାଇଁ ରାଜଧାନୀ ସ୍ଥିତ ଜନ୍ତର ମନ୍ତରରେ କିଛି ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦେଶ ଭକ୍ତି ନାରା ଦେଇ ଏହି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି ।

ଜନ୍ତର-ମନ୍ତରରେ ସିଏଏ ଓ ଏନଆରସିକୁ ଛାତ୍ରଙ୍କ ଭିନ୍ନ ବିରୋଧ ପ୍ରଦର୍ଶନ

ଆନ୍ଦୋଳନରତ ଛାତ୍ର ଜୁବେର ଅହମଦ କହିଛନ୍ତି ଯେ, ପ୍ରଦର୍ଶନରେ ଆମେ ସମସ୍ତ ହିନ୍ଦୁସ୍ତାନୀଙ୍କୁ କହିବାକୁ ଚାହୁଁଛୁ ଯେ, ଘରୁ ବାହାରକୁ ବାହାରନ୍ତୁ କାହିଁକି ନା ଏ କୌଣସି ଧାର୍ମିକ ଲଢେଇ ନୁହଁ । ଏହା ସାମ୍ବିଧାନିକ ଲଢେଇ ଅଟେ ଆଉ ଏହାକୁ ଆମକୁ ରକ୍ଷା କରିବାକୁ ଆମକୁ ଏକାଠି ଲଢିବାକୁ ହେବ ।

ଏହି ସଂଶୋଧନ ବିରୋଧ ପ୍ରଦର୍ଶନରେ କିଛି ଚିତ୍ରକର ନିଜ ଚିତ୍ର ମାଧ୍ୟମରେ ଏହାକୁ ବିରୋଧ କରିଛନ୍ତି । ଏହାସହ କିଛି ଛାତ୍ରମାନେ ଦେଶ ଭକ୍ତି ନାରା ଦେଇ ଆଇନ ବିରୁଦ୍ଧରେ ନାରାବାଜି କରିଥିଲେ । ଏକ ନାଟକ ଜରିଆରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ । ଆଉ କିଛି ସାୟର ମାନେ ତାଙ୍କ ସାୟରି ମାଧ୍ୟମରେ ଏହି ଆଇନକୁ ଖୁବ ଶୀଘ୍ର ଫେରାଇ ନେବାକୁ ଅପିଲ କରିଛନ୍ତି ।

Intro:एनआरसी और सी ऐ ऐ के विरोध नागरिकों को जागरूक करने के लिए कुछ छात्रों ने राजधानी के जंतर-मंतर पर अनोखा प्रदर्शन किया और इंकलाबी शेर पढ़कर संशोधन नागरिकता कानून को वापस लेने की मांग की. Body:जुबेर अहमद ने बताया कि प्रदर्शन में हम बताना चाहते हैं कि लोगों को क्यों बाहर निकलना जरूरी है, हम सारे हिंदुस्तानियों से कहना चाहते हैं की घर से बाहर निकले क्योंकि आज कोई धार्मिक लड़ाई नहीं है, बल क्या संविधान की लड़ाई है और इस को बचाने के लिए आना होगा. Conclusion:सिद्धार्थ ने बताया की संशोधन नागरिकता कानून के विरोध प्रदर्शन में विभिन्न मैदानों के लोग यहां आए थे, जिसमें चित्रकार आए और उन्होंने प्रदर्शन करते हुए अपनी बनाई हुई चित्र के तहत नाराजगी जाहिर की, वहीं कुछ छात्रों ने इंकलाबी शेर गाकर कानून के खिलाफ हमला बोला, नुक्कड़ नाटक के जरिए भी छात्रों ने केंद्र सरकार को लताड़ा, कुछ शायरों ने भी अपने कलाम के जरिए विवादित कानून को जल्द से जल्द वापस लेने की अपील की.

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.