ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାର କୁଚମନ ଠାରେ ଦୁଇଟି ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 12ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ 8ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଳମ୍ବତ ରାତ୍ରୀ ପ୍ରାୟ 3ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ରାଜସ୍ଥାନରେ ବସ ଦୁର୍ଘଟଣା: 12 ମୃତ, 8 ଗୁରୁତର - ରାଜସ୍ଥାନରେ ବସ ଦୁର୍ଘଟଣା
ରାଜସ୍ଥାନର କୁଚମନ ଠାରେ ଦୁଇଟି ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 12ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
ଫଟୋ ସୌଜନ୍ୟ: ଇଟିଭି ଭାରତ
ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାର କୁଚମନ ଠାରେ ଦୁଇଟି ମିନିବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 12ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ 8ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଳମ୍ବତ ରାତ୍ରୀ ପ୍ରାୟ 3ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
Intro:कुचामन में भीषण सड़क हादसा, 12 की मौत 8 घायलBody:कुचामन में भीषण सड़क हादसा, 12 की मौत 8 घायलConclusion:कुचामन में भीषण सड़क हादसा, 12 की मौत 8 घायल