ETV Bharat / bharat

ୟୁପିରେ ଦଳିତଙ୍କ ଉପରେ ଅତ୍ୟାଚାରକୁ ମାୟାବତୀଙ୍କ ବିରୋଧ

author img

By

Published : Jun 14, 2020, 3:55 AM IST

ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ରାଜ୍ୟରେ ହେଉଥିବା ଦଳିତଙ୍କ ଉପରେ ଅତ୍ୟାଚାର ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ।

bsp chief mayawati
ଦଳିତଙ୍କ ଉପରେ ଅତ୍ୟାଚାରକୁ ମାୟାବତୀଙ୍କ ବିରୋଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ରାଜ୍ୟରେ ହେଉଥିବା ଦଳିତଙ୍କ ଉପରେ ଅତ୍ୟାଚାର ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଜୌନପୁର, ଆଜମଗଡରେ ଦଳିତଙ୍କ ସହ ହେଉଥିବା ଅତ୍ୟାଚାର ଉପରେ ମାୟାବତୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦୋଷୀ ଯେକୌଣସି ଧର୍ମ, ଜାତିର ହେଉଥାଉ ନା କାହିଁକି, ତାକୁ ଦଣ୍ଡ ଦେବା ଆବଶ୍ୟକ ।

ମାୟାବତୀ ଟ୍ବିଟ କରିଛନ୍ତି ଯେ, ‘‘ୟୁପିର ଆଜମଗଡ, କାନପୁର ତଥା ଅନ୍ୟ ଜିଲ୍ଲାରେ ଖାସ କରି ଦଳିତ ଭାଇ-ଭଉଣୀଙ୍କ ସହ ଅତ୍ୟାଚାର ମାମଲାକୁ ଯେତିକି ନିନ୍ଦା କରିବା ସେତିକି କମ୍ । ଦୋଷୀ କୌଣସି ବି ଜାତି, ଧର୍ମ କିମ୍ବା ଦଳର ହେଉଥାଉ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରୀ ।’’ ଏହାସହ ବିଏସପି ମୁଖ୍ୟ ନିକଟରେ ଆଜମଗଡରେ ଦଳିତ ଝିଅକୁ ନିର୍ଯାତନା ଦେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରସଂଶା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.