ETV Bharat / bharat

ପଶ୍ଚିମବଙ୍ଗରୁ 70 ବିଦେଶୀ ପକ୍ଷୀ ଜବତ

ପଶ୍ଚିମବଙ୍ଗ 24 ପ୍ରଗଣ ଜିଲ୍ଲାରୁ 70 ବିଦେଶୀ ପକ୍ଷୀ ଜବତ । ବିଏସଏଫ ଯବାନ କଲେ ଜବତ । ପଶ୍ଚିମବଙ୍ଗରୁ ବାଲାଂଦେଶକୁ ହେଉଥିଲା ଚାଲାଣ ।

author img

By

Published : Jun 14, 2019, 11:22 AM IST

ପ୍ରତିକାତ୍ମକ ଫଟୋ

କୋଲକାତା: ପଶ୍ଚିମବଙ୍ଗ 24 ପ୍ରଗଣ ଜିଲ୍ଲାରୁ 70 ବିଦେଶୀ ପକ୍ଷୀ ଉଦ୍ଧାର । ବିଏସଏଫ ଯବାନଙ୍କ ଦ୍ବାରା ଜବତ ହୋଇଛନ୍ତି ସମସ୍ତ ପକ୍ଷୀ । ପଶ୍ଚିମବଙ୍ଗରୁ ବାଲାଂଦେଶକୁ ହେଉଥିଲା ଚୋରା ଚାଲାଣ ।

ସୂଚନା ପାଇବା ପରେ ସୀମା ଆଉଟ ପୋଷ୍ଟର ଦଳ ଏବଂ ସୀମା ସୁରକ୍ଷା ବଳୟ 64 ବାଟାଲିଅନ 70ଟି ବିଦେଶୀ ପକ୍ଷୀ ଜବତ କରିଛନ୍ତି । ବିଏସଏଫ ଯବାନ ଜବତ କରି କଷ୍ଟମ ବିଭାଗକୁ ହସ୍ଥାନ୍ତର କରିଛନ୍ତି ।

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.