ETV Bharat / bharat

ଦିଲ୍ଲୀ ହିଂସା: କ୍ରାଇମବ୍ରାଞ୍ଚ ହେପାଜତରେ ତାହିର ହୁସେନ ଭାଇ ଶାହ ଆଲାମ

author img

By

Published : Mar 9, 2020, 4:29 PM IST

ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ପାର୍ଷଦ ତାହିର ହୁସୈନଙ୍କ ଭାଇ ଶାହ ଆଲମଙ୍କୁ ହେପାଜତକୁ ନେଲା ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ । ଅଧିକ ପଢନ୍ତୁ...

riot case
କ୍ରାଇମବ୍ରାଞ୍ଚ ହେପାଜତରେ ତାହିର ହୁସେନ ଭାଇ ଶାହ ଆଲାମ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲା । ନିଲମ୍ବିତ ଆପ କାଉନସିଲର ପାର୍ଷଦ ତାହିର ହୁସୈନଙ୍କ ଭାଇ ଶାହ ଆଲମଙ୍କୁ ହେପାଜତକୁ ନେଲା ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ । ମିଳିଥିବା ସୂଚନାନୁସାରେ, କ୍ରାଇମବ୍ରାଞ୍ଚର ପଚରାଉଚରା ସମୟରେ ତାହିର ହୁସୈନ ସହ ଜଡିତ ଥିବା ଅନେକ ଲୋକଙ୍କ ବିଷ୍ୟରେ ତଥ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ଆଧାର କରି ସାହା ଆଲାମକୁ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ ।

riot case
ଦିଲ୍ଲୀ ହିଂସା

ଏହାସିହତ ଦିଲ୍ଲୀ ହିଂସାରେ ଶାହା ଆଲାମଙ୍କ ଲୋକେସନ କ'ଣ ଥିଲା । ଆଉ ସେ ଏହି ମାମଲାରେ କାହା ସହ କଥାବାର୍ତ୍ତା କରିଥିଲା । ତେବେ ଦିଲ୍ଲୀ ହିଂସା ମାମଲାରେ ତାହିର ହୁସେନ ସହ ଯୋଡି ହେଇଥିବା ଅନେକ ଲୋକଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.