ETV Bharat / bharat

ପଞ୍ଜାବରୁ 271 ନାଗରିକଙ୍କୁ ସ୍ବଦେଶକୁ ସ୍ଥାନାନ୍ତର କଲା ବ୍ରିଟେନ

author img

By

Published : Apr 13, 2020, 6:44 PM IST

Updated : Apr 13, 2020, 7:04 PM IST

ପଞ୍ଜାବରେ ଥିବା 271 ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ରିଟେେନ ସରକାର ସୋମବାର ପଞ୍ଜାବରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରିଛନ୍ତି। ଅଧିକ ପଢନ୍ତୁ...

Britain
ପଞ୍ଜାବରୁ 271 ନାଗରିକଙ୍କୁ ସ୍ବଦେଶକୁ ସ୍ଥାନାନ୍ତର କଲା ବ୍ରିଟେନ

ଚଣ୍ଡୀଗଡ଼: କୋରୋନା ଭାଇରସ୍ ଭୟ ଯୋଗୁଁ ସାରା ଭାରତ ଏବେ 21ଦିନିଆ ଲକଡାଉନରେ । ଏପରି ସମୟରେ 271 ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ରିଟେେନ ସରକାର ସୋମବାର ପଞ୍ଜାବରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରିଛନ୍ତି।

ବ୍ରିଟିଶ ହାଇ କମିଶନଙ୍କ ଦ୍ବାରା ବ୍ରିଟିଶ ଏୟାରୱେଜ୍ ବିମାନ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମସ୍ତ 271 ଜଣ ବ୍ରିଟିଶ ନାଗରିକଙ୍କୁ ସ୍ବଦେଶକୁ ନେଇଛି । ପଞ୍ଜାବ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ କେ.ବି.ଏସ ସିଦ୍ଧୁ ଏନେଇ ସୂଚନା ଦେଇଛନ୍ତି ।

@IANS ଇନପୁଟ

Last Updated : Apr 13, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.