ETV Bharat / bharat

ଚାଷୀଙ୍କ ‘ଦିଲ୍ଲୀ ଚାଲୋ’ ଆନ୍ଦୋଳନ: ଜାମରେ ଫସିଲେ ବର-କନିଆ

author img

By

Published : Nov 26, 2020, 6:00 PM IST

ପଞ୍ଜାବରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ହରିୟାନା ସିଙ୍ଗୁ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହଜାର ହଜାର ଚାଷୀଙ୍କ ‘ଦିଲ୍ଲୀ ଚାଲୋ’ ଅଭିଯାନ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା ଓ ଫସିଯାଇଥିଲେ ହଜାର ହଜାର ଲୋକ । ଅଧିକ ପଢନ୍ତୁ...

ଦିଲ୍ଲୀ ଚାଷୀ ଆନ୍ଦୋଳନ: ଜାମ୍ ରେ ଫସିଲେ ବର-କନିଆ

ନୂଆଦିଲ୍ଲୀ: ପଞ୍ଜାବରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ହରିୟାନା ସିଙ୍ଗୁ ସୀମାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହଜାର ହଜାର ଚାଷୀଙ୍କ ‘ଦିଲ୍ଲୀ ଚାଲୋ’ ଅଭିଯାନ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା ଓ ଫସିଯାଇଥିଲେ ହଜାର ହଜାର ଲୋକ । କୌଣସି ସ୍ଥାନରେ ରୋଗୀ ଆମ୍ବୁଲାନ୍ସରେ ଅଟକି ରହିଛନ୍ତି ତ' ଅନ୍ୟ କେଉଁଠାରେ ବର-କନିଆଙ୍କ ଗାଡି ଅଟକି ରହିଛି ।

ଜାମରେ ବର-କନିଆ ଘଣ୍ଟା ଘଣ୍ଟା ଧରି ଅଟକି ରହିଛନ୍ତି | ସେମାନେ ପାନିପଥ୍ ଦେଇ ଦିଲ୍ଲୀର ନରେଲାକୁ ଆସୁଥିଲା କିନ୍ତୁ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିଛନ୍ତି । ପରିବାର ଲୋକ କହିଛନ୍ତି ଯେ ସିଙ୍ଗୁ ସୀମାରୁ ନରେଲା ପହଞ୍ଚିବାକୁ ମାତ୍ର 5-10 ମିନିଟ୍ ସମୟ ଲାଗିଥିବାବେଳେ ଗାଡି ବର୍ତ୍ତମାନ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିଛି ।

ବରକୁ ଘରକୁ ଆଣିଥିବା ସମ୍ପର୍କୀୟମାନେ କହିଥିଲେ ଯେ କାରରେ ଛୋଟ ପିଲା ଅଛନ୍ତି ଏବଂ ବର ମଧ୍ୟ ଘଣ୍ଟା ଘଣ୍ଟା ଧରି କାରରେ ବସିଛନ୍ତି । ତେବେ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ଦିଲ୍ଲୀ ଆସିବାକୁ ଅନୁମତି ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.