ETV Bharat / bharat

ବ୍ରହ୍ମୋସ ରପ୍ତାନୀ କରିବ ଭାରତ !

author img

By

Published : Feb 6, 2020, 8:14 PM IST

ଭାରତ ବ୍ରହ୍ମୋସ ସୁପରସୋନିସ କ୍ରୁଜ ମିସାଇଲର ରପ୍ତାନୀ କରିବ । ଏନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆରଡିଓ) ମୁଖ୍ୟ ଜି ସତୀଶ ରେଡ୍ଡୀ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

BrahMos supersonic cruise missile is one of the most imp products that we're looking to export
ବ୍ରହ୍ମସ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ଭାରତ ବ୍ରହ୍ମୋସ ସୁପରସୋନିସ କ୍ରୁଜ ମିସାଇଲର ରପ୍ତାନୀ କରିବ । ଏନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ମୁଖ୍ୟ ଜି ସତୀଶ ରେଡ୍ଡୀ ପ୍ରକାଶ କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ 5 ବିଲିଅନ ଆମେରିକୀୟ ଡଲାରର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ଡିଆରଡିଓ ଦ୍ବାରା ଏହି ଯୋଜନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଜି ସତୀଶ ରେଡ୍ଡୀ କହିଛନ୍ତି, ଆମେ ପାଖକୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ରପ୍ତାନୀ ପାଇଁ ବିଭିନ୍ନ ପ୍ରସ୍ତାବ ଆସିଛି । ଏହା ସହିତ ରାଡାର, ଆଣ୍ଟି ଟ୍ୟାଙ୍କ ମିସାଇଲ, ଭୁପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ମିସାଇଲ ଓ ଟର୍ପିଡଜ ଆଦି ବିଭିନ୍ନ ସାମଗ୍ରୀ ରପ୍ତାନୀ କରାଯିବ । 5 ବିଲିଅନ ଆମେରିକା ଡଲାରର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଟାର୍ଗେଟ ପାଇଁ କାମ କରାଯାଉଥିବା ନେଇ ଡିଆରଡିଓ ମୁଖ୍ୟ କହିଛନ୍ତି । ଭାରତ ଦ୍ବାରା ବିକଶିତ ପ୍ରଯୁକ୍ତିବିଦ୍ୟା ତଥା ଏହାର କ୍ଷମତାକୁ ନେଇ ସେ ବେଶ ଆଶାବାଦୀ ଥିବା କହିଛନ୍ତି ।

@ANI

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.