ETV Bharat / bharat

ଜାଣନ୍ତୁ କେଉଁଠି ମିଳେ କଳା ରଙ୍ଗର ସେଓ... - tibat

ତିବ୍ବତର ପାହାଡି ଅଞ୍ଚଳରେ ଦେଖାଯାଏ କଳା ରଙ୍ଗର ସେଓ । ଯାହାକୁ ବ୍ଲାକ ଡାଏମଣ୍ଡ ବୋଲି କୁହାଯାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 12, 2019, 12:31 PM IST

ନୂଆଦିଲ୍ଲୀ: ଦୁନିଆରେ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳିଥାଏ । ଯାହାକୁ ଆମେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥାଉ । କେବେ କେବେ ବିଶ୍ବାସ ମଧ୍ୟ ହୋଇନଥାଏ କି ଏଭଳି କିଛି ଜିନିଷ ଦୁନିଆରେ ଅଛି ବୋଲି । ସେହିଭଳି ଏକ ଅଦ୍ଭୁତ ଜିନିଷ ରହିଛି ଯାହା ଦେଖିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ ।

ଆପଣ ସମସ୍ତେ ପିଲାଦିନୁ ଆଜି ପର୍ଯ୍ୟନ୍ତ ଲାଲ ରଙ୍ଗ ଓ ସବୁଜ ରଙ୍ଗର ସେଓ ଦେଖିଥିବେ । କିନ୍ତୁ ଆପଣ କେବେ କଳା ରଙ୍ଗର ସେଓ ଦେଖିଛନ୍ତି କି ? ହଁ ଏହି କଳା ରଙ୍ଗର ସେଓ ଦୁନିଆର 20ରୁ ଅଧିକ ଦେଶରେ ପ୍ରାୟ 200ରୁ ଉର୍ଦ୍ଧ୍ବ କିସମର ସେଓ ଉତ୍ପାଦନ କରାଯାଇସାରିଲାଣି । ଏହାକୁ ବ୍ଲାକ ଡାଏମଣ୍ଡ ବୋଲି ମଧ୍ୟ କୁହାଯାଉଛି ।

ଏହି ସେଓ ବହୁତ କମ ସ୍ଥାନରେ ମିଳିଥାଏ । ଏହା କେବଳ ତିବ୍ବତର ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ତିବ୍ବତରେ ଏହି ସେଓକୁ ନ୍ୟୁ ନାମରେ ଜଣାଯାଇଥାଏ ।

Intro:Body:

fhdh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.