ETV Bharat / bharat

ବିଜେପି ୱେବସାଇଟ୍ ହ୍ୟାକ, ମୋଦିଙ୍କୁ ନେଇ ଅପଶବ୍ଦ ଲେଖିଲେ ହ୍ୟାକର୍ସ

ହ୍ୟାକ୍‌ ହେଲା ବିଜେପିର ଦଳୀୟ ୱେବସାଇଟ୍ । ୱେବସାଇଟ୍ ପେଜ୍ ଖୋଲୁ ଖୋଲୁ ଅପଶବ୍ଦ ଲେଖା ଓ ଫଟୋ ଦେଖିବାକୁ ମିଳୁଛି ।

author img

By

Published : Mar 5, 2019, 3:29 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଚାଲିଛି ହ୍ୟାକ ୱାର୍‌ । ହ୍ୟାକର୍ସମାନଙ୍କ ନଜରରେ ବଡବଡ ସରକାରୀ ଅନୁଷ୍ଠାନ ଓ ରାଜନୈତିକ ଦଳ । ଏହିକ୍ରମରେ ହ୍ୟାକ୍‌ ହେଲା ବିଜେପିର ଦଳୀୟ ୱେବସାଇଟ୍ । ୱେବସାଇଟ୍ ପେଜ୍ ଖୋଲୁ ଖୋଲୁ ଅପଶବ୍ଦ ଲେଖା ଓ ଫଟୋ ଦେଖିବାକୁ ମିଳୁଛି ।

ହ୍ୟାକର୍ସ ୱେବସାଇଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମେମ୍‌କୁ ପେଜରେ ସେୟାର କରି ଅନେକ ଖରାପ ଭାଷାରେ ଲେଖିଛନ୍ତି । ବିଜେପି ତରଫରୁ ୱେବସାଇଟ ହ୍ୟାକ ହେବା ପରେ ବୟାନ ଆସିଛି । ପାର୍ଟି କହିଛି କି ୧୫ ରୁ ୨୦ ମିନିଟ ଭିତରେ ୱେବସାଇଟର ପୁନଃସ୍ଥାପନ କାମ ଚାଲୁ ରହିଛି ବୋଲି କୁହାଯାଇଛି ।

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି।

ଆଜି ମହାଦେବଙ୍କ ମହାଶିବରାତ୍ରୀ। ଭକ୍ତମାନଙ୍କ ଭିଡ଼ ଜମିବାରେ ଲଗୁଛି। ମଧ୍ୟରାତ୍ର ରୁ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନି ଲଗାଇଛନ୍ତି। ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ବହୁ ସ୍ଥାନରୁ ଆସିଛନ୍ତି ଭକ୍ତମାନେ। ବିଧିବଦ୍ଧ ଭାବେ ଲିଙ୍ଗରାଜଙ୍କର ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। 

ମଧ୍ୟରାତ୍ରିରୁ ମହାଦେବ ଲିଙ୍ଗରାଜଙ୍କର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲଗଗିରହିଚି। ଲମ୍ବା ଲାଇନୀ ରେ ଭକ୍ତ ମନେ ଭକ୍ତିର ସହ ଦର୍ଶନ କରିବାକୁ ଚାହିଁ ବସିଛନ୍ତି। ଜାଗର ଓଷା କରିଥିବା ସମସ୍ତ ଭକ୍ତ ମାନେ ଆବେ ଠାରୁ ଦୀପ ଧୂପ ଧରି ମନ୍ଦିର ବେଢ଼ା ଚତୃପଶ୍ୱରେ ବସିଲେଣି। ସମସ୍ତ ସଜବାଜ କରୁଛନ୍ତି। ରାତି ହେଲେ ଲିଙ୍ଗରାଜ ମହାଦେବ ଙ୍କ ଦୀପ ଉଠିବ ଭକ୍ତ ମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଇତି ମଧ୍ୟରେ ଭକ୍ତ ମାନଙ୍କ ଭିଡ଼ ହେବାରେ ଲାଗିଥିବାରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମସ୍ତ ପ୍ରକାରର ସୁବିଧା ରହିଛି ଭକ୍ତ ମାନଙ୍କ ପାଇଁ। ପିଇବା ପାଇଁ ରହିଥିବା ବେଳେ ଖରାରେ ଠିଆ ହୋଇଥିବ ଭକ୍ତମାନଙ୍କ ଉପରକୁ ପାଇଁ ଛିନ୍ତନ କରାଯାଉଛି। କୋୖଣସି ପରିସ୍ଥିତିରେ ଅଘଟଣ କରିନଥିବା ସୂଚନା ରହିଛି। ମନ୍ଦିର ପରିସରରେ ପୋଲିସ ମୁତୟନ ରହିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.