ETV Bharat / bharat

ହରିୟାଣା ନିର୍ବାଚନ: ବିଜେପିର ଘୋଷଣା ପତ୍ର ଜାରି

author img

By

Published : Oct 13, 2019, 12:47 PM IST

ହରିୟାଣା ବିଜେପିର ଘୋଷଣା ପତ୍ର ଜାରି । ଘୋଷଣା ପତ୍ରରେ 15ଟି ଚାପ୍ଟର ରହିଛି । ସଂକଳ୍ପପତ୍ର ରାମ ରାଜ୍ୟର ସିଦ୍ଧାନ୍ତ ଉପରେ ଆଧାରିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ।

ଫଟୋ ସୌଜନ୍ୟ: ଏଏନଆଇ

ଚଣ୍ଡିଗଡ: ହରିୟାଣା ନିର୍ବାଚନ ପାଇଁ ବିଜେପି ନିଜର ଘୋଷଣାପତ୍ର ଜାରି କରିଛି । ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘୋଷଣା ପତ୍ର ଜାରି କରିଛନ୍ତି ।

ବିଜେପି ଦ୍ବାରା ଜାରି ଘୋଷଣା ପତ୍ରରେ 15ଟି ଚ୍ୟାପ୍ଟର ରହିଛି । ବିଜେପି ଏ ଘୋଷଣା ପତ୍ରକୁ 'ହମାରେ ସପ୍ନୋ କା ହରିୟାଣା' ରଖିଛି । ଭାରତୀୟ ଜନତାପାର୍ଟିର ସଂକଳ୍ପ ପତ୍ର ରାମ ରାଜ୍ୟର ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ।

ବିଜେପିର ଘୋଷଣା ପତ୍ରରେ ଅନେକ ପ୍ରତିଶୃତି ରହିଛି । ଘୋଷଣା ପତ୍ର ଜରିଆରେ ଚାଷିଙ୍କୁ ନ୍ୟୁନତମ ସମର୍ଥନ ମୂଲ୍ୟ ସୁନିଶ୍ଚିତ କରାଯିବା ନେଇ ପ୍ରତିଶୃତି ଦିଆଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.