ETV Bharat / bharat

ଆସନ୍ତା 11ରେ ବିଜେପି ସଂସଦୀୟ ଦଳ ବୈଠକ

author img

By

Published : Feb 7, 2020, 9:53 PM IST

ଆସନ୍ତା 11 ତାରିଖରେ ସଂସଦରେ ବିଜେପି ସଂସଦୀୟ ଦଳ ବୈଠକ ବସିବ । ଅଧିକ ପଢନ୍ତୁ...

BJP Parliamentary Party meeting scheduled to be held on February 11
ଆସନ୍ତା 11ରେ ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆସନ୍ତା 11 ତାରିଖରେ ବିଜେପି ସଂସଦୀୟ ଦଳ ବୈଠକ ବସିବ । ପ୍ରଧାନମନ୍ତ୍ରୀଙ୍କ ସଭାପତିତ୍ବରେ ଆରମ୍ଭ ହେବାକୁ ଥିବା ଏହି ବୈଠକ ସକାଳ 9.30ରେ ଆରମ୍ଭ ହେବ ।

ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ସଦସ୍ୟ ଓ ବିଜେପି ସାଂସଦ ମାନେ ଯୋଗ ଦେବେ ।

Intro:Body:

BLANK FOR LIVE 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.