ETV Bharat / bharat

ବିଜେପି ସଂସଦୀୟ ଦଳ ବୈଠକ, ହେଗଡେଙ୍କୁ ବ୍ୟାନ କଲା ବିଜେପି !

author img

By

Published : Feb 4, 2020, 10:14 AM IST

ଆଜି(ମଙ୍ଗଳବାର) ସଂସଦରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଯେଉଁଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ସାଂସଦ ସଂସଦ ଭବନରେ ପହଞ୍ଚିଛନ୍ତି ।

BJP Parliamentary party
ବିଜେପି ସଂସଦୀୟ ଦଳ ବୈଠକ, ହେଗଡେଙ୍କୁ ବ୍ୟାନ କଲା ବିଜେପି !

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ସଂସଦରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଯେଉଁଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ସାଂସଦ ସଂସଦ ଭବନରେ ପହଞ୍ଚିଛନ୍ତି ।

ତେବେ ଏହି ବୈଠକରେ ବିଜେପି ସାଂସଦ ଅନନ୍ତ ହେଗଡେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି । ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ସେ ଚର୍ଚ୍ଚାରେ ଥିଲେ । ଏନେଇ ଗତକାଲି ତାଙ୍କୁ ବିଜେପି କାରଣ ଦର୍ଶାଅ ନୋଟିସ ପଠାଇଥିଲା । ତେବେ ଆଜି ତାଙ୍କୁ ବୈଠକକୁ ଆସିବା ଲାଗି ମନା କରାଯାଇଥିବା ସୂଚନା ମିଳିଛି ।

ସୌଜନ୍ୟ : @ANI

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.