ETV Bharat / bharat

ଝାଡ଼ଖଣ୍ଡରେ ବିଜେପି ସାଂସଦ କ୍ବାରେଣ୍ଟାଇନ - କୋରୋନା ସତର୍କତା

ଧାନବାଦ୍ ବିଜେପି ସାଂସଦ ପି .ଏନ ସିଂହ ରବିବାର ଧାନବାଦ୍ ଜିଲ୍ଲାରୁ ନିଜ ସହରକୁ ଫେରିଥିଲେ । ଏହାପରେ ସେ 14 ଦିନିଆ କ୍ବାରେଣ୍ଟାଇନରେ ରହିଥିବା

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 14, 2020, 7:18 PM IST

ରାଞ୍ଚି: ଧାନବାଦ୍ ବିଜେପି ସାଂସଦ ପି .ଏନ ସିଂହ ରବିବାର ଧାନବାଦ୍ ଜିଲ୍ଲାରୁ ନିଜ ସହରକୁ ଫେରିଥିଲେ । ଏହାପରେ ସେ 14 ଦିନିଆ କ୍ବାରେଣ୍ଟାଇନରେ ରହିଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।

ସାଂସଦ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଏକୁଟିଆ ଥିଲେ। ସେଠାରେ ତାଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ରହିଥିଲା ।ପି .ଏନ ପ୍ରତ୍ୟାବର୍ତ୍ତନ ବିଷୟରେ ଜାଣିବା ପରେ ରାଜ୍ୟ ଅଧିକାରୀମାନେ ତାଙ୍କ ବାସଭବନ ପରିଦର୍ଶନ କରିଥିଲେ ଏବଂ ତାଙ୍କୁ ବାଧ୍ୟତାମୂଳକ 14 ଦିନ ସେଲ୍ଫ ଆଇସୋଲେସନରେ ରହିବାକୁ କହିଥିଲେ । ଏହାସହ ଏହି ସମୟ ମଧ୍ୟରେ କାହା ସହିତ ସାକ୍ଷାତ ନକରିବାକୁ କହିଥିଲେ ।

ସାଂସଦଙ୍କ ସେଲ୍ଫ ଆଇସୋଲେସନକୁ ନେଇ ସର୍କଲ ଅଧିକାରୀ ପାଶାନ୍ତ ଲାୟକ କହିଛନ୍ତି, "ଧନବାଦ୍ ସାଂସଦଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର କୋଭିଡ -19 ପରୀକ୍ଷା ପାଇଁ ତାଙ୍କ ନମୁନା ନିଆଯିବ।"ଏଠାରେ ସୂଚନା ଯୋଗ୍ୟ ଯେ, ଝାଡଖଣ୍ଡରେ କୋରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଏବଂ 24 ଟି କୋରୋନାଭାଇରସ୍ ପଜିଟିଭ୍ ରିପୋର୍ଟ ରହିଛି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.