ETV Bharat / bharat

ପରଲୋକରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ମନୋହର ଉଣ୍ଟୱାଲ - BJP MLA Manohar Untwal passes away

ମଧ୍ୟପ୍ରଦେଶର ବିଜେପି ବିଧାୟକଙ୍କ ଦେହାନ୍ତ । ଆଗର୍‌ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ମନୋହର ଉଣ୍ଟୱାଲଙ୍କ ପରଲୋକ।

Manohar Untwal passes away
ମଧ୍ୟପ୍ରଦେଶ ବିଜେପି ବିଧାୟକ ମନୋହର ଉନ୍ତୱାଲଙ୍କ ପରଲୋକ
author img

By

Published : Jan 30, 2020, 10:04 AM IST

ଭୋପାଳ: ମଧ୍ୟପ୍ରଦେଶର ବିଜେପି ବିଧାୟକଙ୍କ ଦେହାନ୍ତ । ଆଗର୍‌ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ମନୋହର ଉଣ୍ଟୱାଲଙ୍କ ପରଲୋକ । କିଛି ଦିନ ଧରି ରୋଗରେ ପଡିତ ଥିବାବେଳେ 53 ବର୍ଷ ବୟସରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି ।

former cm
ମଧ୍ୟପ୍ରଦେଶ ବିଜେପି ବିଧାୟକ ମନୋହର ଉନ୍ତୱାଲଙ୍କ ପରଲୋକ

ତାଙ୍କ ଦେହାନ୍ତ ଖବର ପାଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।


ପରଲୋକରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ମନୋହର ଉଣ୍ଟୱାଲ

ଭୋପାଳ: ମଧ୍ୟପ୍ରଦେଶର ବିଜେପି ବିଧାୟକଙ୍କ ଦେହାନ୍ତ । ଆଗର୍‌ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ମନୋହର ଉଣ୍ଟୱାଲଙ୍କ ପରଲୋକ । କିଛି ଦିନ ଧରି ରୋଗରେ ପଡିତ ଥିବାବେଳେ 53 ବର୍ଷ ବୟସରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି ।

former cm
ମଧ୍ୟପ୍ରଦେଶ ବିଜେପି ବିଧାୟକ ମନୋହର ଉନ୍ତୱାଲଙ୍କ ପରଲୋକ

ତାଙ୍କ ଦେହାନ୍ତ ଖବର ପାଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Intro:Body:

dhh


Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.