ETV Bharat / bharat

ବିଜେପି ଭାରତୀୟ ଜିଦ୍ଦି ପାର୍ଟିରେ ପରିଣତ ହୋଇଛି: କଂଗ୍ରେସ

author img

By

Published : Dec 20, 2019, 8:00 AM IST

କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭୀ ବିଜେପିକୁ ଜିଦ ପାର୍ଟି ବୋଲି ଅଭିହିତ କରିଛନ୍ତି।

newdelhi
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନକୁ ନେଇ କଂଗ୍ରେସ, ବିଜେପି ଉପରେ ବର୍ଷିଛି। ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭୀ ବିଜେପିକୁ ଜିଦ ପାର୍ଟି ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି କାହାରିକି ଖାତିର କରୁନାହିଁ, କାହା କଥା ଭାବୁନାହିଁ, କାହାକୁ ଦେଖୁନାହିଁ ଓ କାହା କଥା ଶୁଣୁନାହିଁ। ଯାହା ଫଳରେ ବିଜେପି ଭାରତୀୟ ଜିଦ୍ଦି ପାର୍ଟିରେ ପରିଣତ ହୋଇଛି।

ଗୁରୁବାର ଏକ ପ୍ରେସ କନଫରେନ୍ସରେ ଅଭିଷେକ ମନୁ ସିଂଘଭୀ କହିଛନ୍ତି, ଦେଶରେ ଅସନ୍ତୋଷ, କ୍ରୋଧ, ପ୍ରତିକ୍ରିୟା, ବୟାନବାଜି, ବିକ୍ଷୋଭ, ଶୋଭାଯାତ୍ରା ଜାରି ରହିଛି। ଏହା ପାଇଁ ସରକାର ଦାୟୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରିକି ଉତ୍ତରପ୍ରଦେଶରେ 3ହଜାରରୁ ଅଧିକ ନେତାଙ୍କୁ ଗିରଫ କରାଯାଇଥିବା ବେଳେ ସୀତାରାମ ୟେଚୁରୀ, ରାମଚନ୍ଦ୍ର ଗୁହା ଆଦି ନେତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

Intro:Body:

sfbfb

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.