ETV Bharat / bharat

AFSPA ସଂଶୋଧନ ପ୍ରସଙ୍ଗ: ବିଜେପି ପ୍ରଥମେ ପ୍ରତିଶ୍ରୁତି ଦେଇଥିଲା, ଏବେ କଂଗ୍ରେସକୁ ଟାର୍ଗେଟ କରୁଛି - BJP

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଯାଏଁ ଏଏଫଏସପିଏକୁ ନେଇ କଂଗ୍ରେସକୁ କାଠଗଡାରେ ଠିଆ କରୁଛନ୍ତି । କିନ୍ତୁ ଅନ୍ୟପକ୍ଷେ ବିଜେପି ଏଏଫଏସପିଏକୁ ନେଇ ପୂର୍ବରୁ କଂଗ୍ରେସ ପରି ପ୍ରତିଶ୍ରୁତି ଦେଇ ସାରିଛି।

ଫାଇଲ ଫଟୋ
author img

By

Published : Apr 3, 2019, 9:03 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ଅଳ୍ପଦିନ ବାକି। ଏପ୍ରିଲ ୧୧ରୁ ଆରମ୍ଭ ହେବ ସାରା ଦେଶରେ ଗଣତନ୍ତ୍ରର ମହାପର୍ବ । ଏହି ଦିନ ଭୋଟଦେବସାରା ଭାରତ ବର୍ଷ । ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳର ଇସ୍ତାହାର ପତ୍ର ଜାରି କରିବାର ପର୍ବ । ଏହି କ୍ରମରେ କଂଗ୍ରେସ ମଙ୍ଗଳବାର ଜାରି କରିଛି ଘୋଷଣା ପତ୍ର। ଦଳ ଏହି ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଛି ଯେ କ୍ଷମତାକୁଫେରିଲେ ସଶସ୍ତ୍ର ବଳ (ବିଶେଷାଧିକାର) ଅଧିନିୟମ (AFSPA)ର ସଂଶୋଧନ କରିବ । ଯାହାକୁ ନେଇ ଆକ୍ରାମକ ହୋଇଛି ବିଜେପି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଯାଏଁ ଏଏଫଏସପିଏକୁ ନେଇ କଂଗ୍ରେସକୁ କାଠଗଡାରେ ଠିଆ କରୁଛନ୍ତି। କିନ୍ତୁ ଅନ୍ୟପକ୍ଷେ ବିଜେପି ଏଏଫଏସପିଏକୁ ନେଇ ପୂର୍ବରୁ କଂଗ୍ରେସ ପରି ପ୍ରତିଶ୍ରୁତି ଦେଇ ସାରିଛି।

ସେହିପରି ବିଜେପି ଶାସିତ ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରୁ ମଧ୍ୟ ଏଏଫଏସପିଏ ଉପରେ ରୋକଲଗାଯାଇଛି । କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ କହିଛି ଯେ ଏଏଫଏସପିଏ ୧୯୫୮ରେ ସୁରକ୍ଷାକର୍ମୀଙ୍କ ଅଧିକାର ଓ ନାଗରିକଙ୍କ ମାନବାଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ସଂଶୋଧନ କରାଯିବ।

୨୦୧୪ରେ ବିଜେପି ମଧ୍ୟ ଏଏଫଏସପିଏର ସମୀକ୍ଷା କରିବା ଉପରେ ପ୍ରତିଶ୍ରୁତି ଦେଇଥିଲା । ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ଅନ୍ତର୍ଗତ କମନ ମିନିମମ ପ୍ରୋଗ୍ରାମ ଗଢାଯାଇଥିଲା । ଯେଉଥିରେ ଏଏଫଏସପିଏର ସମୀକ୍ଷା କରିବାକୁ ନେଇ ବିଜେପି ସହମତି ଦେଇଥିଲା।

ଏଏଫଏସପିଏ ଆଇନ ଅନୁସାରେ ସେନାକୁ ବିଶେଷ ଅଧିକାର ମିଳିଥାଏ । ଏହି ବିଶେଷାଧିକାର ଅଧିନରେସେନା ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରି ପାରିବ । ହିଂସା ପରିସ୍ଥିତିରେ ସେନାକୁ ଗୁଳି ଚଳାଇବାର ଅନୁମତି ରହିଥାଏ । ଏହି ଏଏଫଏସପିଏ ଜମ୍ମୁ କଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଲାଗୁ ରହିଛି । ଯାହାକୁ ସେଠାକାର ସ୍ଥାନୀୟ ବାସିନ୍ଦା ବିରୋଧ କରି ଆସୁଛନ୍ତି ।

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.