ETV Bharat / bharat

ସୁନା ଝିଅକୁ ସ୍ବାଗତ କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ - Sprinter

ନାପୋଲିରେ ସୂର୍ଣ୍ଣ ଜିଣି ଓଡିଶା ବାହୁଡିଛନ୍ତି ଦୌଡରାଣୀ ଦୂତୀ । ତେବେ ସୁନାଝିଅକୁ ସ୍ବାଗତ ସହ ଅଭିନନ୍ଦନ ଜଣାଇବା ପାଇଁ ଦିଲ୍ଲୀ ବିମାନବନ୍ଦରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ।

ଫଟୋ ସୌଜନ୍ୟ: ଟୁଇଟର@ଏଏନଆଇ
author img

By

Published : Jul 15, 2019, 1:49 PM IST

ନୂଆଦିଲ୍ଲୀ: ଦୌଡରାଣୀ ଦୂତୀଙ୍କୁ ବିମାନବନ୍ଦରରେ ସ୍ବାଗତ ଜଣାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ନାପୋଲିରେ ଆୟୋଜିତ ବିଶ୍ବ ୟୁନିଭର୍ସିଟି ଗେମସର 100 ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରି ଦୂତୀ ଭାରତକୁ ଗର୍ବିତ କରିଥିବାରୁ ସାଂସଦ ତାଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇ କହିଛନ୍ତି ।

ତେବେ ନାପୋଲିରେ ଆୟୋଜିତ ବିଶ୍ବ ୟୁନିଭର୍ସିଟି ଗେମସର 100 ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତୀ ଚାନ୍ଦ । 100ମିଟର ରେସକୁ ସ୍ଫ୍ରିଣ୍ଟର 11.32 ସେକେଣ୍ଡରେ ସେ ଅତିକ୍ରମ କରିଥିଲେ । ଏଥିସହ 100ମି ଦୌଡରେ 11.24 ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ହାସଲ କରିଛନ୍ତି । ଏହି ପଦକ ବିଜେତା ହେବାରେ ଦୂତୀ ପ୍ରଥମ ଭାରତୀୟ ମହିଳା ଭାବେ ସମ୍ମାନୀତ ହୋଇଛନ୍ତି ।

ଏନେଇ ଦୂତୀଙ୍କ ପାଖରୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ, ମଙ୍ଗଳବାର ନାପୋଲିରେ ଆୟୋଜିତ ହୋଇଥିବା ଏହି ଗେମସରେ ସ୍ବର୍ଣ୍ଣ ହାସଲ କରିବା ପରେ ସେ ଏହାକୁ ଟ୍ବିଟରର ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କଠିନ ପରିଶ୍ରମ ଏବଂ ସମସ୍ତଙ୍କ ଆର୍ଶୀବାଦ ଯୋଗୁ ପୁଣି ଥରେ ରେକର୍ଡ କରିପାରିଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.