ETV Bharat / bharat

ଦୁଇ ବର୍ଷ ପରେ ପୁଣି ଶୀର୍ଷକୁ ଫେରିଲେ ବିଲ ଗେଟ୍ସ - Bill Gates

ଦୁଇ ବର୍ଷର ଅନ୍ତରାଳ ପରେ ଦୁନିଆର ଧନୀ ତାଲିକାରେ ଶିଖରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ନିର୍ମାତା ବିଲ ଗେଟ୍ସ। ଏହାପୂର୍ବରୁ ଅକ୍ଟୋବର 2017 ମସିହାରେ ବିଲ ଗେଟ୍ସଙ୍କୁ ପଛରେ ପକାଇ ଧନୀ ତାଲିକାରେ ୧ନଂ ସ୍ଥାନରେ ରହିଥିଲେ ଅମାଜାନର ସିଇଓ। ଅଧିକ ଖବର ପଢନ୍ତୁ...

2 ବର୍ଷ ପରେ ପୁଣି ଶୀର୍ଷକୁ ଫେରିଲେ ବିଲ ଗେଟ୍ସ
author img

By

Published : Nov 17, 2019, 12:13 PM IST

ନୂଆଦିଲ୍ଲୀ: ଦୀର୍ଘ 2 ବର୍ଷର ଅନ୍ତରାଳ ପରେ ଦୁନିଆର ଧନୀ ତାଲିକାରେ ଶିଖରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ନିର୍ମାତା ବିଲ ଗେଟ୍ସ। ସେ ଅନଲାଇନ ସଫିଙ୍ଗ ଅମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର 2017 ମସିହାରେ ବିଲ ଗେଟ୍ସଙ୍କୁ ପଛରେ ପକାଇ ଧନୀ ତାଲିକାରେ ୧ ନଂ ସ୍ଥାନରେ ରହିଥିଲେ ଅମାଜନ।

ଗତ କିଛିଦିନ ଭିତରେ ମାଇକ୍ରୋସଫ୍ଟର ବଜାର ମୂଲ୍ୟରେ ଆଶାତୀତ ବୃଦ୍ଧି ହୋଇଛି। ସବୁଠୁ ବଡକଥା ହେଲେ ଆମେରିକା ରକ୍ଷା ବିଭାଗ ମାଇକ୍ରୋସଫ୍ଟକୁ 10 ଆରବ ଡଲାର କଣ୍ଟ୍ରାକ ଦେବାକୁ ଘୋଷଣା କରିବା ପରେ ଗେଟ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାପରେ ମାଇକ୍ରୋସଫ୍ଟର ବଜାୟ ମୂଲ୍ୟରେ 4 ପ୍ରତିଶତ ବୃଦ୍ଧି ହୋଇଥିଲା । ଏହି ଅବଧିରେ ଆମାଜନର ବଜାର ମୂଲ୍ୟରେ 2 ପ୍ରତିଶତ ହ୍ରାସ ହୋଇଥିଲା । ଯାହାଫଳରେ ଏବେ ମାଇକ୍ରୋସଫ୍ଟର ସେୟର 48 ପ୍ରତିଶତରେ ପହଞ୍ଚିଛି।ସମ୍ପତ୍ତି କରକୁ ନେଇ କିଛି ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରପତି ନିଜର ମତ ସେୟାର କରିଥିଲେ। ସେଥିମଧ୍ୟରେ ଏଲିଜାବେଥ ୱାରେନ କହିଛନ୍ତି ସେ 10 ବିଲିୟନ ଡଲାର ଟଙ୍କା ଟ୍ୟାକ୍ସ ବାବଦରେ ଦେଉଛନ୍ତି। ବିଲ ଗେଟ୍ସ ନିଜ ଚିନ୍ତାଧାରା ସେୟାର କରି କହିଛନ୍ତି, ମୋତେ ଯଦି 20 ବିଲିୟନ ଦେବାକୁ ପଡେ ଏହା ଠିକ୍ ଅଛି। କିନ୍ତୁ 100 ବିଲିୟନ ଡଲାର ଦେବାକୁ କହିଲେ ମତୋ ଟିକେ ଭାବିବାକୁ ପଡିବ ଓ ଗଣିତ କଷିବାକୁ ପଡିବ। ଏବେ ପର୍ଯ୍ୟନ୍ତ ଏହା 10 ବିଲିୟନ ରହିଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.