ଚେନ୍ନାଇ: ଶିକ୍ଷା ମନ୍ତ୍ରୀଙ୍କ ମୋବାଇଲ ଫୋନ ଝାମ୍ପି ନେଲେ ଦୁବୃର୍ତ୍ତ । ପୁଡୁଚେରୀ ଶିକ୍ଷା ମନ୍ତ୍ରୀଙ୍କ ମୋବାଇଲ ଫୋନ ଚୋରି ହୋଇଥିବା ଅଭିଯୋଗ ଆସିଛି । ଶିକ୍ଷା ମନ୍ତ୍ରୀ କମଲକାନନ ସୁବିୟା ରାସ୍ତାରେ ଯାଉଥିବା ସମୟରେ ଜଣେ ଦୁବୃର୍ତ୍ତ ବାଇକରେ ଆସି ମୋବାଇଲ ଫୋନ ଛଡାଇ ନେଇଥିବା ଜଣାପଡିଛି ।
![Puducherry minister](https://etvbharatimages.akamaized.net/etvbharat/prod-images/6286593_minister.jpg)
ଏନେଇ ଓଡିୟାନ ସଲାଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ