ETV Bharat / bharat

ମା'ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ସଡକ ଦୁର୍ଘଟଣା, 7 ମୃତ - ବିକାନେର ଦୁର୍ଘଟଣା ନ୍ୟୁଜ

ମିନିବସ ଓ ବୋଲେରୋ ମୁହାଁମୁହିଁ ଧକ୍କା । ଫଳରେ ଗୋଟିଏ ପରିବାରର 7ଜଣଙ୍କ ମୃତ୍ୟୁ ହୋଇଛି ।

bikaner
author img

By

Published : Nov 12, 2019, 12:39 PM IST

ଜୟପୁର: ରାଜସ୍ଥାନର ବିକାନେରର ଦେଶନୋକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର 7ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ 4ଜଣ ମହିଳା ଓ 3 ପୁରୁଷ ରହିଛନ୍ତି । ଅନ୍ୟ 3ଜଣ ମଧ୍ୟ ଆହତ ହୋଇଛନ୍ତି ।

ସଡକ ଦୁର୍ଘଟଣାରେ 7ମୃତ

ଖବରମୁତାବକ, ବିକାନେରର ଦେଶନୋକ ଆଡକୁ ମିନିବସ୍‌ଟି ଯାଉଥିବା ବେଳେ କରଣୀମାତାଙ୍କ ଦର୍ଶନ ସାରି ସମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାର ସୂଚନା ପାଇ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି 4ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଓ ଅନ୍ୟ 3ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିଆଯାଉଥିବାବେଳେ ରାସ୍ତାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି ।

ତେବେ ସ୍ଥାନୀୟ ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଛନ୍ତି । ସେମାନେ ଆସିବା ପରେ ମୃତଶରୀର ବ୍ୟବଚ୍ଛେଦ ପାଇଁ ପଠାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:मंगलवार का दिन बीकानेर के लिए अमंगल साबित हुआ और बीकानेर के देशनोक के पास एक सड़क हादसे में 7 लोगों की मौत हो गई सभी मृतक एक ही परिवार के रिश्तेदार बताए जा रहे हैं मृतकों में चार महिलाएं और तीन पुरुष शामिल है

Body:बीकानेर। बीकानेर के देशनोक थाना क्षेत्र के पलाना गांव के पास मंगलवार सुबह एक मिनी बस और बोलेरो की भीषण भिड़ंत में 7 लोगों की मौत हो गई दरअसल बस बीकानेर से देशनोक की तरफ जा रही थी और बस में केवल चालक और परिचालक ही थे और बस पूरी तरह से खाली थी तो वहीं सामने से बोलेरो में सवार लोग देशनोक में करणी माता मंदिर के दर्शन करके वापिस आ रहे थे। बोलेरो में सवार लोग रतनगढ़ के ठठावता गांव के एक ही परिवार के रिश्तेदार बताये जा रहे हैं। घटना की जानकारी मिलने के बाद एडिशनल एसपी ग्रामीण सुनील कुमार मौके पर पहुंचे और मृतकों के शवों और घायलों को बीकानेर के पीबीएम अस्पताल भिजवाया जहां मृतकों के शव बीकानेर के पीबीएम अस्पताल की मोर्चरी में रखवाया गए वहीं घायलों को ट्रामा सेंटर में इलाज के लिए भर्ती करवाया गया घटना की जानकारी मिलने के बाद जिला कलेक्टर कुमार पाल गौतम सहित अन्य अधिकारी मौके पर पहुंचे और चिकित्सकों को घायलों की बेहतरीन इलाज को लेकर दिशा निर्देश दिए।

Conclusion:बीकानेर सदर सीओ पवन कुमार भदौरिया ने बताया कि देशनोक में दर्शन कर रतनगढ़ के ठठावता गांव के लोग वापस बीकानेर से रतनगढ़ की ओर जा रहे थे कि रास्ते में पलाना के पास सामने से आ रही बस से भिड़ंत में एक घटना हो गई। उधर डायलॉग के ट्रॉमा सेंटर पहुंचते ही वहां मौजूद चिकित्सकों ने उनकी सार संभाल शुरु की। घटना में 4 महिलाओं और तीन पुरुषों की मौत हुई है घटनास्थल पर ही 4 लोगों की मौत हो गई जबकि तीन ने रास्ते में अस्पताल ले जाते समय दम तोड़ दिया फिलहाल पुलिस ने मृतकों के रिश्तेदारों को उनके गांव में सूचना कर दी है और परिजनों के आने के बाद ही उनका पोस्टमार्टम किया जाएगा।

बाइट पवन कुमार भदौरिया, सीओ सदर बीकानेर

मृतकों के नाम
बबलू कंवर, मिंटू कंवर, मीना कंवर, शायर कंवर, सरवन सिंह करण सिंह कैलाश शर्मा
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.