ETV Bharat / bharat

ବିହାରରେ ବଜ୍ରପାତ: 16 ମୃତ, ସରକାରଙ୍କ ସହାୟତା ରାଶି ଘୋଷଣା - ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର ।

ବିହାର ବଜ୍ରପାତରେ ଗଲା 16 ଜୀବନ । ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

Bihar lightning: 16 killed in fresh strikes across 9 districts
ବିହାରରେ ବଜ୍ରପାତ,16 ମୃତ
author img

By

Published : Jul 20, 2020, 10:00 AM IST

ପାଟନା: ରବିବାର ବଜ୍ରପାତ ଯୋଗୁଁ ବିହାରର ବିଭିନ୍ନ ଅଞ୍ଚଳରେ 16 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ରାଜ୍ୟର ଗୟାରେ ବଜ୍ରପାତରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁର୍ଣ୍ଣିଆରେ 3, ଜାମୁଇ ଓ ବେଗୁସରାଇରେ 4 ଜଣଙ୍କର ଜୀବନ ଯାଇଛି । ସେହିପରି ପାଟନା, ପୂର୍ବଚମ୍ପରଣ,ସାହାର୍ଷା, ମାଧେପୁର ଓ ଦରଭଙ୍ଗା ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି । ତେବେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.