ETV Bharat / bharat

ନିତିଶଙ୍କୁ ତେଜସ୍ବୀଙ୍କ ଟାର୍ଗେଟ, ସରକାର ସତ ଲୁଚାଉଥିବା ଅଭିଯୋଗ

author img

By

Published : Aug 13, 2020, 10:46 PM IST

କୋରୋନା ପଜିଟିଭ ସଂଖ୍ୟାକୁ ନେଇ ବିହାର ସରକାର ମିଛ କହୁଥିବା ଅଭିଯୋଗ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ...

ନିତିଶଙ୍କୁ ତେଜସ୍ବୀଙ୍କ ଟାର୍ଗେଟ, ସରକାର ସତ ଲୁଚାଉଥିବା ଅଭିଯୋଗ
ନିତିଶଙ୍କୁ ତେଜସ୍ବୀଙ୍କ ଟାର୍ଗେଟ, ସରକାର ସତ ଲୁଚାଉଥିବା ଅଭିଯୋଗ

ପାଟନା: ବିହାରରେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ନିତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । କୋରୋନା ପଜିଟିଭ ସଂଖ୍ୟାକୁ ନେଇ ବିହାର ସରକାର ମିଛ କହୁଥିବା ଅଭିଯୋଗ କରିଛନ୍ତି ତେଜସ୍ବୀ ।

ଦଳିୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ତେଜସ୍ବୀ କହିଛନ୍ତି ଯେ ରାଜ୍ୟରେ ଦୈନିକ 10,000 କୋଭିଡ ପରୀକ୍ଷା ଚାଲିଥିବାବେଳେ 3000ରୁ 3,500 ମାମଲା ସାମ୍ନାକୁ ଆସୁଥିଲା । ମାତ୍ର ଏବେ ବର୍ତ୍ତମାନ ଯେତେବେଳେ ରାଜ୍ୟ 75,000 ନମୁନା ପରୀକ୍ଷା ହେଉଛି ସେତେବେଳେ ମଧ୍ୟ ଏହି ସଂଖ୍ୟା 4,000 ରେ ସୀମିତ ଅଛି | ଏହାର ଅର୍ଥ ହେଉଛି ସରକାର ମିଛ କହୁଛନ୍ତି ଏବଂ ପ୍ରତାରଣା କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.