ETV Bharat / bharat

ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ନିର୍ଦ୍ଦେଶ

କୋରୋନା ଯୋଗୁଁ ଗରିବ ଶ୍ରେଣୀର ଲୋକେ ଏବଂ ପ୍ରବାସୀ ଶ୍ରମିକଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଏକ୍ଷେତ୍ରେରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଜ୍ୟର ସମସ୍ତ ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Jun 3, 2020, 12:37 AM IST

ପାଟନା: କୋରୋନା କାୟାରେ ସାରା ବିଶ୍ବ । ଏଥିଯୋଗୁଁ ଗରିବ ଶ୍ରେଣୀର ଲୋକେ ଏବଂ ପ୍ରବାସୀ ଶ୍ରମିକଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଏପର୍ଯ୍ୟନ୍ତ କୋରୋନା ପାଇଁ ନା ବାହାରିଛି ଟୀକା ନା ଆସିଛି ଔଷଧ । ଏଥିରୁ ବଞ୍ଚିବା ପାଇଁ କେବଳ ସାମାଜିତ ଦୂରତା ହିଁ ରକ୍ଷା କରିବା ଏକ ମାତ୍ର ଉପାୟ । ଆଉ ସବୁଠୁ ବଡ଼ ଅସ୍ତ୍ର ହେଉଛି ମାସ୍କ । ତେବେ ଏକ୍ଷେତ୍ରେରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଜ୍ୟର ସମସ୍ତ ଗରିବଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନିତିଶ କୁମାର ଅଧିକାରୀଙ୍କୁ ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ୟ ଗରିବ ପରିବାର, ରିକ୍ସା ଚାଳକ, କୁଲି ମଜଦୁର, ଠେଲା ଚଲାଉଥିବା ଭଳି ବ୍ୟକ୍ତି ବା ତାଙ୍କ ପରିବାରଙ୍କୁ ମାଗଣାରେ ମାସ୍କ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା କୋରୋନା ସଂକ୍ରମଣ ସାମାନ୍ୟ ନିୟନ୍ତ୍ରଣ ହୋଇପାରିବ ଏବଂ ଗରିବ ଲୋକେ ଏହି ସମସ୍ୟାରୁ ସାମାନ୍ୟ ଉଦ୍ଧାର ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.