ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ଅଣ-ଏନଡିଏ ପାର୍ଟି ସହ ଇସିଙ୍କ ଭର୍ଚୁଆଲ ମିଟିଂ

author img

By

Published : Jul 17, 2020, 5:35 PM IST

ଚଳିତ ବର୍ଷ ଶେଷ ଆଡକୁ ଅର୍ଥାତ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ । ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ଅଣ-ଏନଡିଏ ଦଳଙ୍କ ସହ ଭର୍ଚୁଆଲ ମିଟିଂ ଜରିଆରେ ଆଲୋଚନା କରିଛନ୍ତି । କଂଗ୍ରେସ ଓ ଆରଜେଡି ଏହି ମିଟିଂରେ ଭାଗ ନେଇଥିଲେ ।

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ମଧ୍ୟରେ ଚଳିତ ବର୍ଷ ଶେଷ ଆଡକୁ ଅର୍ଥାତ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ । ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଶୁକ୍ରବାର ଅଣ-ଏନଡିଏ ଦଳଙ୍କ ସହ ଭର୍ଚୁଆଲ ମିଟିଂ ଜରିଆରେ ଆଲୋଚନା କରିଛନ୍ତି । କଂଗ୍ରେସ ଓ ଆରଜେଡି ଏହି ବୈଠକରେ ଭାଗ ନେଇଥିଲେ ।

ନିର୍ବାଚନ ଆୟୋଗ ୬୫ ବର୍ଷରୁ ଉର୍ଦ୍ଧ୍ଵଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ରେ ମତଦାନ ଅନୁମତି ମିଳିବା ନେଇ ଗୁରୁବାର ଘୋଷଣା କରିଥିଲେ । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଚୟନକର୍ତ୍ତାଙ୍କ ସଂଖ୍ୟାକୁ 1000 ପର୍ଯ୍ୟନ୍ତ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 45 ପ୍ରତିଶତ ଅଧିକ ମତଦାନ କେନ୍ଦ୍ର ସୃଷ୍ଟି ହେବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି ।

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁରକ୍ଷା ଏବଂ ନିରାପତ୍ତା ପାଇଁ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ଏଲଜେପି ନେତା ଚିରାଗ ପାଶୱାନ ଦାବି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.